ମାଥିଉଲିଖିତ ସୁସମାଚାର 16:18
ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।
ମାଥିଉଲିଖିତ ସୁସମାଚାର 18:17
ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।
ମାଥିଉଲିଖିତ ସୁସମାଚାର 18:17
ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:47
ବିଶ୍ବସୀମାନେ ଇଶ୍ବଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସମାନଙ୍କେୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ବାସୀମାନଙ୍କ ଦଳ ରେ ସଂୟୁକ୍ତ କରୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:11
ମଣ୍ଡଳୀର ସମସ୍ତ ବିଶ୍ବାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:38
ଏହି ମାଶାେ ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀ ରେ ଥିଲେ। ଯେଉଁ ସ୍ବର୍ଗଦୂତ ସୀନୟ ପର୍ବତ ରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହାଇେଥିଲେ, ସହେି ସ୍ବର୍ଗଦୂତ ଆମ୍ଭ ପିତୃପୁରୁଷ ମାଶାଙ୍କେ ସହିତ ଥିଲେ, ମାଶାେ ପରମେଶ୍ବରଙ୍କ ଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମାଶାେ ଆମ୍ଭମାନଙ୍କୁ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:1
ସ୍ତିଫାନଙ୍କ ମୃତ୍ଯୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:3
କିନ୍ତୁ ଶାଉଲ ଘ ରେ ଘ ରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାର ରେ ରଖିଲେ ଓ ମଣ୍ଡଳୀ ଧ୍ବଂସ କରିବା ପାଇଁ ଚେଷ୍ଟା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:31
ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 11:22
ଆନ୍ତିୟଖିଆର ଏହି ନୂଆ ବିଶ୍ବାସୀମାନଙ୍କ ବିଷୟ ରେ ୟିରୂଶାଲମର ବିଶ୍ବାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସମାନେେ ବର୍ଣ୍ଣବ୍ବାଙ୍କୁ ଆନ୍ତିୟଖିଆକୁ ପଠାଇ ଦେଲେ।
Occurences : 118
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்