No lexicon data found for Strong's number: 1258

ରେରିତମାନଙ୍କ କାର୍ଯ୍ୟର ବିବରଣ 1:19
ଏହି କଥା ୟିରୂଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସମାନେେ ତାହାଙ୍କ ନିଜ ଭାଷା ରେ ଏହି ଜମିକୁ ହକଲ୍ଦମା ଅର୍ଥାତ୍ ରକ୍ତ କ୍ଷେତ୍ର ବୋଲି କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:6
ଏହି ଶବ୍ଦ ଶୁଣିବା ମାତ୍ ରେ ସମାନଙ୍କେ ଭିତରୁ ବହୁତ ଲୋକ ଆସି ଜମା ହାଇଗେଲେ। ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ, କାରଣ ସମାନେେ ନିଜେ ଯେଉଁ ଭାଷା ରେ କଥା ହେଉଥିଲେ, ପ୍ ରରେିତମାନେ ସହେି ସହେି ଭାଷା ରେ କଥା ହେଉଥିବାର ଶୁଣିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:8
କିନ୍ତୁ ଆମ୍ଭମାନେେ ସମାନଙ୍କେୁ ଆମ୍ଭ ମାତୃଭାଷା ରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ!

ରେରିତମାନଙ୍କ କାର୍ଯ୍ୟର ବିବରଣ 21:40
ପାଉଲ ସନୋପତିଙ୍କଠାରୁ ଅନୁମତି ପାଇ ପାହାଚ଼ ଉପରେ ଠିଆ ହାଇଗେଲେ। ସେ ଲୋକମାନଙ୍କୁ ହାତ ରେ ସଙ୍କତେ କରିବା ହତେୁ ସମସ୍ତେ ଅତି ଶାନ୍ତ ହାଇଗେଲେ। ତା'ପରେ ସେ ଏବ୍ରୀ ଭାଷା ରେ କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:2
ସମାନେେ ପାଉଲଙ୍କୁ ଯିହୂଦୀ ଭାଷା ରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହାଇଗେଲେ। ତା'ପରେ ପାଉଲ କହିଲେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 26:14
ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତବେେଳେ ମୁଁ ଏବ୍ରୀ ଭାଷା ରେ ଗୋଟିଏ ସ୍ବର ମାେତେ କହୁଥିବାର ଶୁଣିଲି, 'ଶାଉଲ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନ ରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।' ଯୀଶୁଙ୍କୁ ଦେଖିଥିବା ବିଷୟ ରେ ପାଉଲଙ୍କ ବର୍ଣ୍ଣନା

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்