ମାର୍କଲିଖିତ ସୁସମାଚାର 9:34
କିନ୍ତୁ ଶିଷ୍ଯମାନେ ଚୁପ୍ ରହିଲେ। କାରଣ ସମାନେେ ବାଟରେ ୟୁକ୍ତିତର୍କ କରୁଥିଲେ ଯେ ତାହାଙ୍କ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?
ରେରିତମାନଙ୍କ କାର୍ଯ୍ୟର ବିବରଣ 17:2
ପାଉଲ ସମାନଙ୍କେ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ୟ୍ଯନ୍ତ ସମାନଙ୍କେ ସହିତ ଶାସ୍ତ୍ର ଆଲୋଚନା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:17
ତେଣୁ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:4
ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହ ରେ ଯିହୂଦୀୟ ଓ ଗ୍ରୀକ୍ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ବାରା ସମାନଙ୍କେର ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:19
ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:8
ତା'ପରେ ପାଉଲ ସମାଜଗୃହ ରେ ପ୍ରବେଶ କରି ତିନିମାସ ପର୍ୟ୍ଯନ୍ତ ସାହାସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ କହିଲେ। ସେ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ କହି ସମାନଙ୍କେୁ ଗ୍ରହଣ କରିବା ପାଇଁ ରାଜି କରାଇଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:9
ମାତ୍ର ସମାନଙ୍କେ ଭିତରୁ କେତକେ ଜିଦ୍ଖୋର ହାଇେ ବିଶ୍ବାସ କଲନୋହିଁ। ସମାନେେ ଲୋକମାନଙ୍କ ଆଗ ରେ ଖ୍ରୀଷ୍ଟଙ୍କ ପଥ ବିଷୟ ରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସମାନଙ୍କେୁ ଛାଡ଼ି କବଳେ ଯୀଶୁଙ୍କର ଶିଷ୍ଯମାନଙ୍କୁ ସାଙ୍ଗ ରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ଯାଳୟକୁ ଯାଇ ଆଲୋଚନା କରୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:7
ମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହବୋ ବେଳେ ପାଉଲ ସମାନଙ୍କେୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଚ଼ାଲିୟିବା ପାଇଁ ଯୋଜନା କରି ମଧ୍ଯରାତ୍ରି ପର୍ୟ୍ଯନ୍ତ ସମାନଙ୍କେୁ ଉପଦେଶ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:9
ଇଉତୁଖ ନାମକ ଜଣେ ୟୁବକ ଝରକା କଡ଼ ରେ ବସି ଖୁବ୍ ନିଦ ରେ ଶାଇେ ପଡ଼ିଥିଲା। ପାଉଲ କହି ଚ଼ାଲିଥିଲା ବେଳେ ସେ ନିଘୋଡ଼ ନିଦ ରେ ଶାଇେପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତବେେଳେ ସମାନେେ ତାହାକୁ ଉଠାଇଲେ, ସେ ମରିସାରିଥିଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 24:12
ସମାନେେ ମାେତେ ମନ୍ଦିର ରେ ବା କୌଣସି ସମାଜ ଗୃହ ରେ ବା ସହର ରେ କାହାରି ସହ ୟୁକ୍ତି ତର୍କ କରିବା ବା ଭିଡ଼ ଜମଇବୋର ଦେଖି ନାହାଁନ୍ତି।
Occurences : 13
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்