No lexicon data found for Strong's number: 1063

ମାଥିଉଲିଖିତ ସୁସମାଚାର 1:18
ଯୀଶୁଖ୍ରୀଷ୍ଟଙ୍କ ମାଆ ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହାଇେଥିଲା। ମରିୟମଙ୍କର ଯୋଷଫଙ୍କେ ସହିତ ବିବାହ ସ୍ଥିର ହାଇେଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡିଲା ଯେ, ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳ ରେ ଗର୍ଭବତୀ ହାଇେଛନ୍ତି।

ମାଥିଉଲିଖିତ ସୁସମାଚାର 1:20
କିନ୍ତୁ ଯୋଷଫେ ଯେତବେେଳେ ଏକଥା ଭାବୁଥିଲେ, ସେତବେେଳେ ସ୍ବପ୍ନ ରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋଷଫେ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କରନାହିଁ। କାରଣ ତାହାଙ୍କ ଗର୍ଭ ରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର।

ମାଥିଉଲିଖିତ ସୁସମାଚାର 1:21
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।

ମାଥିଉଲିଖିତ ସୁସମାଚାର 2:2
ସମାନେେ ପଚାରିଲେ ଯିହୂଦୀମାନଙ୍କର ରାଜା ସହେି ନବଜାତ ଶିଶୁ କେଉଁଠା ରେ? କାରଣ ଆମ୍ଭେ ପୂର୍ବ ଦେଶ ରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସହେି ତାରୀ ପ୍ରକାଶ କରେ ଯେ, ସେ ଜନ୍ମ ହାଇେଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।

ମାଥିଉଲିଖିତ ସୁସମାଚାର 2:5
ସମାନେେ କହିଲେ, ୟିହୂଦା ପ୍ରଦେଶର ବେଥ୍ଲହେିମ ନଗର ରେ। ଭବିଷ୍ଯଦ୍ବକ୍ତା ଶାସ୍ତ୍ର ରେ ଏସଂପର୍କ ରେ ଲେଖିଛନ୍ତି.

ମାଥିଉଲିଖିତ ସୁସମାଚାର 2:6
' ହେ ୟହୂଦା ପ୍ରଦେଶର ବେଥ୍ଲହମେ! ୟହୂଦାର ଶାସକମାନଙ୍କ ଭିତ ରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହବେ ଏବଂ ସହେି ଶାସକ ମାରେ ଲୋକମାନଙ୍କୁ ଇଶ୍ରାୟଲକୁ କଢାଇନବେେ।' ମିଖା5:2

ମାଥିଉଲିଖିତ ସୁସମାଚାର 2:13
ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।

ମାଥିଉଲିଖିତ ସୁସମାଚାର 2:20
ଦୂତ କହିଲେ, ଉଠ, ପିଲାଟିକୁ ଓ ତା ମାଆକୁ ନଇେ ଇସ୍ରାଯାଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦବୋକୁ ଚେଷ୍ଟା କରୁଥିଲେ, ସମାନେେ ଏବେ ମରିଗଲଣେି।

ମାଥିଉଲିଖିତ ସୁସମାଚାର 3:2
ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗ ରାଜ୍ଯ ଶୀଘ୍ର ଆସୁଅଛି।

ମାଥିଉଲିଖିତ ସୁସମାଚାର 3:3
ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର। ୟିଶାଇୟ 40:3

Occurences : 1067

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்