Psalm 50:23 in Oriya

Oriya Oriya Bible Psalm Psalm 50 Psalm 50:23

Psalm 50:23
ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।

Psalm 50:22Psalm 50

Psalm 50:23 in Other Translations

King James Version (KJV)
Whoso offereth praise glorifieth me: and to him that ordereth his conversation aright will I shew the salvation of God.

American Standard Version (ASV)
Whoso offereth the sacrifice of thanksgiving glorifieth me; And to him that ordereth his way `aright' Will I show the salvation of God. Psalm 51 For the Chief Musician. A Psalm of David; when Nathan the prophet came unto him, after he had gone in to Bathsheba.

Bible in Basic English (BBE)
Whoever makes an offering of praise gives glory to me; and to him who is upright in his ways I will make clear the salvation of God.

Darby English Bible (DBY)
Whoso offereth praise glorifieth me; and to him that ordereth [his] way will I shew the salvation of God.

Webster's Bible (WBT)
Whoever offereth praise glorifieth me: and to him that ordereth his deportment aright will I show the salvation of God.

World English Bible (WEB)
Whoever offers the sacrifice of thanksgiving glorifies me, And prepares his way so that I will show God's salvation to him."

Young's Literal Translation (YLT)
He who is sacrificing praise honoureth Me, As to him who maketh a way, I cause him to look on the salvation of God!

Whoso
offereth
זֹבֵ֥חַzōbēaḥzoh-VAY-ak
praise
תּוֹדָ֗הtôdâtoh-DA
glorifieth
יְֽכַ֫בְּדָ֥נְנִיyĕkabbĕdānĕnîyeh-HA-beh-DA-neh-nee
ordereth
that
him
to
and
me:
וְשָׂ֥םwĕśāmveh-SAHM
conversation
his
דֶּ֑רֶךְderekDEH-rek
aright
will
I
shew
אַ֝רְאֶ֗נּוּʾarʾennûAR-EH-noo
the
salvation
בְּיֵ֣שַׁעbĕyēšaʿbeh-YAY-sha
of
God.
אֱלֹהִֽים׃ʾĕlōhîmay-loh-HEEM

Cross Reference

ଗୀତସଂହିତା 91:16
ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାଯୁ କରିବା ଏବଂ ଆମ୍ଭେ ସମାନଙ୍କେୁ ରକ୍ଷା କରିବା।

ଯାକୁବଙ୍କ ପତ୍ 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

ଗୀତସଂହିତା 24:4
ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।

ଗୀତସଂହିତା 25:14
ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।

ଯୋହନଲିଖିତ ସୁସମାଚାର 7:17
ପରମେଶ୍ବର ଯାହା ଚାହାଁନ୍ତି ଯଦି କୌଣସି ବ୍ଯକ୍ତି ସହେି ଅନୁଯାଯୀ କାର୍ୟ୍ଯ କରେ, ମାରେଉପଦେଶ ପରମେଶ୍ବରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣିପାରିବ। ସେ ବ୍ଯକ୍ତି ଜାଣିପାରିବ ଯେ ଏ ଉପଦେଶ ମାେ ନିଜର ନୁହେଁ।

ଯୋହନଲିଖିତ ସୁସମାଚାର 8:31
ଯୀଶୁ ତାହାଙ୍କୁ ବିଶ୍ବାସ କରୁଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେ ମାରେ ଶିକ୍ଷା ସବୁବେଳେ ମାନି ଚଳିବ, ତବେେ ତୁମ୍ଭେ ମାରେ ପ୍ରକୃତ ଶିଷ୍ଯ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:2
ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହ ରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ଯ ପରମେଶ୍ବରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:14
ସେ ତୁମ୍ଭକୁ ଓ ତୁମ୍ଭ ଘ ରେ ରହୁଥିବା ଲୋକମାନଙ୍କୁ ବାକ୍ଯ କହିବେ, ଯାହା ଦ୍ବାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 13:26
ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:27
ଖ୍ରୀଷ୍ଟଙ୍କ ସୁସମାଚାର ଯୋଗ୍ଯ ଜୀବନ ଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହାଦ୍ବାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂର ରେ ଥାଏ ; ତୁମ୍ଭ ବିଷୟ ରେ ଶୁଣିବି ଯେ ତୁମ୍ଭମାନେେ ଏକ ଉଦ୍ଦେଶ୍ଯ ରେ, ଏକମନ ହାଇେ, ସୁସମାଚାରରୁ ଉତ୍ପନ୍ନ ବିଶ୍ବାସ ପାଇଁ ଦୃଢ଼ ଭାବରେ କାର୍ୟ୍ଯ କରୁଛ।

ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ପିତରଙ୍କ ପ୍ରଥମ ପତ୍ 1:15
ନିଜେ କରୁଥିବା ସମସ୍ତ କାମ ରେ, ପରମେଶ୍ବର ଯେପରି ପବିତ୍ର, ସହେିପରି ପବିତ୍ର ହୁଅ। ପରମେଶ୍ବର ହିଁ ତୁମ୍ଭକୁ ଆହ୍ବାନ କରିଥିଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:16
ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସମାନଙ୍କେୁ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:24
ମାେ'ପ୍ରତି ଯାହା ଘଟିଲା, ସେଥିପାଇଁ ସମାନେେ ପରମେଶ୍ବରଙ୍କୁ ପ୍ରଶଂସା କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:9
ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:6
ତା' ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ବରଙ୍କୁ ମହିମା ପ୍ରଦାନ କରି ପାରିବ।

ଗୀତସଂହିତା 27:6
ମାରେ ଶତ୍ରୁମାନେ ମାେତେ ଘରେି ଗଲଣେି। କିନ୍ତୁ ମାରେ ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରି ମାେତେ ରକ୍ଷା କରିବେ। ତା'ପରେ ମୁଁ ତାଙ୍କ ମନ୍ଦିରରେ ମାରେ ବଳିଦାନ ଅର୍ପଣ କରିବି। ମୁଁ ଆନନ୍ଦ ଧ୍ବନିରେ ବଳିଦାନ ଉତ୍ସର୍ଗ ଦବେି। ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବଦନେ କରିବି।

ଗୀତସଂହିତା 50:14
ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।

ଗୀତସଂହିତା 85:9
ପରମେଶ୍ବର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।

ଗୀତସଂହିତା 85:13
ଧର୍ମ ପରମେଶ୍ବରଙ୍କର ଆଗେ ଆଗେ ୟିବ ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ଗୀତସଂହିତା 86:9
ହେ ପ୍ରଭୁ, ତୁମ୍ଭେ ପ୍ରେତ୍ୟକକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସମାନେେ ଆସିବେ ଓ ମଥାନତ ହାଇେ ତୁମ୍ଭ ସମ୍ମୁଖରେ ଛିଡ଼ା ହବେେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।

ଗୀତସଂହିତା 86:12
ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।

ଯିଶାଇୟ 12:2
ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।

ଯିଶାଇୟ 45:17
ମାତ୍ର ଇଶ୍ରାୟେଲ ସଦାପ୍ରଭୁଙ୍କ ଦ୍ବାରା ଅନନ୍ତକାଳସ୍ଥାଯୀ ପରିତ୍ରାଣ ପାଇବ ; ତୁମ୍ଭମାନେେ ୟୁଗ ୟୁଗାନ୍ତ ୟାଏ ଲଜ୍ଜିତ କିମ୍ବା ବିବ୍ରତ ହବେ ନାହିଁ।

ଯିଶାଇୟ 49:6
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।

ଯିଶାଇୟ 51:5
ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହାଇେଅଛି ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଚାର କରିବ। ଦ୍ବୀପଗଣ ଆମ୍ଭ ଅପେକ୍ଷା ରେ ରହିବେ ଓ ଆମ୍ଭର ପରାକ୍ରମ ରେ ଆଶା ରଖିବେ।

ଲୂକଲିଖିତ ସୁସମାଚାର 2:30
ମୁଁ ମାେ ଅଖି ରେ ତୁମ୍ଭର ପରିତ୍ରାଣକୁ ଦେଖିଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:1
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

ଗୀତସଂହିତା 22:23
ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜଯଗାନ କର। ହେ ୟାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର। ଇଶ୍ରାୟେଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦଖାେଅ।