Daniel 11:44 in Oriya

Oriya Oriya Bible Daniel Daniel 11 Daniel 11:44

Daniel 11:44
ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍ବିଗ୍ନ କରିବ। ତହିଁରେ ସେ ଅନକଙ୍କେୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣରୂପେ ବିନାଶ କରିବା ପାଇଁ ମହା କୋପ ରେ ୟାତ୍ରା କରିବ।

Daniel 11:43Daniel 11Daniel 11:45

Daniel 11:44 in Other Translations

King James Version (KJV)
But tidings out of the east and out of the north shall trouble him: therefore he shall go forth with great fury to destroy, and utterly to make away many.

American Standard Version (ASV)
But tidings out of the east and out of the north shall trouble him; and he shall go forth with great fury to destroy and utterly to sweep away many.

Bible in Basic English (BBE)
But he will be troubled by news from the east and from the north; and he will go out in great wrath, to send destruction on, and put an end to, great numbers.

Darby English Bible (DBY)
But tidings out of the east and out of the north shall trouble him; and he shall go forth with great fury to exterminate, and utterly to destroy many.

World English Bible (WEB)
But news out of the east and out of the north shall trouble him; and he shall go forth with great fury to destroy and utterly to sweep away many.

Young's Literal Translation (YLT)
`And reports trouble him out of the east and out of the north, and he hath gone forth in great fury to destroy, and to devote many to destruction;

But
tidings
וּשְׁמֻע֣וֹתûšĕmuʿôtoo-sheh-moo-OTE
out
of
the
east
יְבַהֲלֻ֔הוּyĕbahăluhûyeh-va-huh-LOO-hoo
north
the
of
out
and
מִמִּזְרָ֖חmimmizrāḥmee-meez-RAHK
shall
trouble
וּמִצָּפ֑וֹןûmiṣṣāpônoo-mee-tsa-FONE
forth
go
shall
he
therefore
him:
וְיָצָא֙wĕyāṣāʾveh-ya-TSA
with
great
בְּחֵמָ֣אbĕḥēmāʾbeh-hay-MA
fury
גְדֹלָ֔הgĕdōlâɡeh-doh-LA
destroy,
to
לְהַשְׁמִ֥ידlĕhašmîdleh-hahsh-MEED
and
utterly
to
make
away
וּֽלְהַחֲרִ֖יםûlĕhaḥărîmoo-leh-ha-huh-REEM
many.
רַבִּֽים׃rabbîmra-BEEM

Cross Reference

ଯିହିଜିକଲ 38:9
ତୁମ୍ଭେ ତୁମ୍ଭର ସୈନ୍ଯଦଳ ଓ ତୁମ୍ଭ ସହିତ ବହୁତ ଦେଶ ଝଡ଼ି ସଦୃଶ ଉଠିବ। ତୁମ୍ଭେ ଓ ତୁମ୍ଭର ସୈନ୍ଯଦଳ ଦେଶକୁ ମେଘତୁଲ୍ଯ ଆଚ୍ଛନ୍ନ କରିଆସିବ।'

ଦାନିଏଲ 11:11
ସେତବେେଳେ ଦକ୍ଷିଣ ଦେଶର ରାଜା କୋରଧାନ୍ବିତ ହାଇେ ଉତ୍ତର ଦେଶୀଯ ରାଜାଙ୍କ ସହିତ ୟୁଦ୍ଧ ରେ ଅଗ୍ରସର ହବେେ। ଯଦିଓ ଉତ୍ତର ଦେଶୀଯ ରାଜାଙ୍କର ବୃହତ୍ତ ସୈନ୍ଯବାହିନୀ ଥିବ, ତଥାପି ସେ ୟୁଦ୍ଧ ରେ ହାରିବ।

ଦାନିଏଲ 11:30
କାରଣ କିତ୍ତିମର ଜାହାଜ ସବୁ ତା'ର ବିରୁଦ୍ଧ ରେ ଆସିବ। ଏଥିପାଇଁ ସେ, ଦୁଃଖିତ ହାଇେ ଫରେିୟିବ ଓ ପବିତ୍ର ଚୁକ୍ତିର ପ୍ରତିକୂଳ ରେ କୋର୍ଧ କରି ସ୍ବେଚ୍ଛାମତେ କାର୍ୟ୍ଯ କରିବ। ସେ ଫରେିୟାଇ ପବିତ୍ର ଚୁକ୍ତି ଭଙ୍ଗକାରୀ ଲୋକଙ୍କ ସହିତ ୟୋଗ ଦବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:12
ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:13
ଏହି ଦଶଜଣ ରାଜାଙ୍କର ଉଦ୍ଦେଶ୍ଯ ସମାନ। ସମାନେେ ସମାନଙ୍କେର କ୍ଷମତା ଓ ଅଧିକାର ସହେି ପଶୁକୁ ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:19
ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।