Base Word
בָּזַז
Short Definitionto plunder
Long Definitionto spoil, plunder, prey upon, seize
Derivationa primitive root
International Phonetic Alphabetbɔːˈd͡zɑd͡z
IPA modbɑːˈzɑz
Syllablebāzaz
Dictionbaw-DZAHDZ
Diction Modba-ZAHZ
Usagecatch, gather, (take) for a prey, rob(-ber), spoil, take (away, spoil), × utterly
Part of speechv

Genesis 34:27
ଯାକୁବର ପୁତ୍ରମାନେ ସହେି ନଗରକୁ ଗଲେ, ଯେଉଁଠା ରେ ତାଙ୍କ ଭଉଣୀ କଳୁଷିତ ହାଇେଥିଲା, ଏବଂ ପ୍ରେତ୍ୟକକ ଦ୍ରବ୍ଯ ହରଣ କଲେ।

Genesis 34:29
ସହେି ଲୋକମାନଙ୍କର ଯାହା ସବୁ ଥିଲା ସମସ୍ତ ଏମାନେ ନଇେ ଆସିଲେ। ତା'ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନଇେ ଆସିଲେ।

Numbers 31:9
ଇଶ୍ରାୟେଲର ଲୋକମାନେ ମିଦିଯନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସମାନେେ ସମାନଙ୍କେର ସମସ୍ତ ପଶୁ ଓ ସମସ୍ତ ମଷେପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ।

Numbers 31:32
ୟୁଦ୍ଧ ରେ ଲୁଣ୍ଠିତ ଦ୍ରବ୍ଯ ମଧିଅରେ 6,75,000 ମଷେ ଥିଲେ।

Numbers 31:53
ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ଯର ଅବଶିଷ୍ଟ ଭାଗ ରଖି ନଇେଥିଲେ।

Deuteronomy 2:35
ଆମ୍ଭମାନେେ କବଳେ ପଶକ୍ସ୍ଟଗଣଙ୍କକ୍ସ୍ଟ ଓ ଯେଉଁ ଯେଉଁ ନଗର ହସ୍ତଗତ କଲକ୍ସ୍ଟ ତାହାର ସବୁ ଲକ୍ସ୍ଟଟିତ ଦ୍ରବ୍ଯ ଆମ୍ଭମାନେେ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

Deuteronomy 3:7
କିନ୍ତୁ ଆମ୍ଭମାନେେ ସମସ୍ତ ପଶକ୍ସ୍ଟ ଏବଂ ନଗରରକ୍ସ୍ଟ ଲକ୍ସ୍ଟଟିତ ଦ୍ରବ୍ଯସବୁ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

Deuteronomy 20:14
କିନ୍ତୁ ସ୍ତ୍ର, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ଯ ତକ୍ସ୍ଟମ୍ଭ ନିଜ ପାଇଁ ନଇୟୋଅ। ତୁମ୍ଭେ ଯାହା ବ୍ଯବହାର କରିବାକୁ ଗ୍ଭହିଁ ତୁମ୍ଭର ନବୋ ଓ ବ୍ଯବହାର କରିବା ଉଚିତ୍। ଏହି ସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ଯ ଦ୍ରବ୍ଯ ରୂପେ ଦଇେଛନ୍ତି।

Joshua 8:2
ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।

Joshua 8:27
ଇଶ୍ରାୟେଲର ଲୋକମାନେ ଅଯ ସହର ରେ ସମସ୍ତ ପଶକ୍ସ୍ଟ ଓ ଦ୍ରବ୍ଯଗକ୍ସ୍ଟଡିକ ନିଜ ନିଜ ପାଇଁ ନେଲେ। ସମାନେେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା କରିଥିଲେ।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்