Base Word
בּוּשׁ
Short Definitionproperly, to pale, i.e., by implication to be ashamed; also (by implication) to be disappointed or delayed
Long Definitionto put to shame, be ashamed, be disconcerted, be disappointed
Derivationa primitive root
International Phonetic Alphabetbuːʃ
IPA modbuʃ
Syllablebûš
Dictionboosh
Diction Modboosh
Usage(be, make, bring to, cause, put to, with) (a-)shame(-d), be (put to) confounded(-fusion), become dry, delay, be long
Part of speechv

Genesis 2:25
ମନୁଷ୍ଯ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସମାନେେ ଲଜ୍ଜାବୋଧ କରୁନଥିଲେ।

Exodus 32:1
ଲୋକମାନେ ଅନୁଭବ କଲେ ଯେ, ମାଶାେ ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡରେି କଲେ। ତେଣୁ ସମାନେେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସମାନେେ ତାଙ୍କୁ କହିଲେ, ଦେଖ, ମାଶାେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣିପାରିଲୁ ନାହିଁ ତାଙ୍କର କ'ଣ ହାଇେଛି। ଆମ୍ଭମାନଙ୍କୁ ଆଗଇେ ନବୋ ପାଇଁ କେତକେ ଦବେତାଗଣ ନିର୍ମାଣ କର।

Judges 3:25
ତେଣୁ ସମାନେେ ସଠାେରେ ବହକ୍ସ୍ଟତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗକ୍ସ୍ଟଡିକ ଆଦୌ ଖାଲିେଲା ନାହିଁ। ସର୍ବଶଷେ ରେ ଦାସମାନେ ସମାନଙ୍କେର ର୍ଧୈୟ୍ଯ ହରାଇଲେ। ସମାନେେ ସେ ଗ୍ଭବି ପାଇଲେ କବାଟ ଖାଲିେଲେ ଓ ଭିତ ରେ ପ୍ରବେଶ କଲେ। ସଠାେରେ ସମାନେେ ଚଟାଣ ଉପରେ ରାଜା ମରି ପଡିଥିବାର ସମାନେେ ପାଇଲେ।

Judges 5:28
ସୀଷରାର ମାଁ ଝରକା ପାଖ ରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦଇେ ଗ୍ଭହକ୍ସ୍ଟଁଥିଲା। ସେ ଏହା ଚିନ୍ତା କରି କାନ୍ଦକ୍ସ୍ଟଥିଲା, ସୀଷରାର ରଥ ବିଳମ୍ବ କାହିଁକି? ମୁ କାହିଁକି ତଥାପି ତା'ର ରଥ ଶଦ୍ଦ ଶକ୍ସ୍ଟଣି ପାରକ୍ସ୍ଟ ନାହିଁ?

2 Kings 2:17
ତା'ପରେ ସେ ବିହ୍ବଳ ହବୋ ପର୍ୟ୍ଯନ୍ତ ତାଙ୍କୁ ସମାନେେ ପ୍ରବର୍ତ୍ତାନ୍ତେ, ସେ କହିଲେ, ଭଲ କଥା, ଏଲିଯଙ୍କୁ ଖାଜେିବାକୁ ଲୋକ ପଠାଅ।

2 Kings 8:11
ସେତବେେଳେ ଇଲୀଶାୟ ହସାଯଲେ ପଢି ଏପରିସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହବୋ ପର୍ୟ୍ଯନ୍ତ ବିହ୍ବଳ ହେଲେ। ପୁଣି ପରମେଶ୍ବରଙ୍କ ଲୋକ ରୋଦନ କଲେ।

2 Kings 19:26
ଏଣୁ ସେ ନଗର ଗୁଡିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ। ସମାନେେ ହତାଶ ଓ ଉଦ୍ବିଗ୍ନ ହେଲେ। ସମାନେେ କ୍ଷତରେ ଶାକ ଓ ନବୀନ ତୃଣ, ଗୃହଛାତ ଉପରିସ୍ଥ ଘାସ ଏହା ବଢିବା ପୂର୍ବରୁ ଶୁଷ୍କ ହେଉଛି।

Ezra 8:22
କାରଣ ପଥ ମଧିଅରେ ଶତୃ ବିରୁଦ୍ଧ ରେ ଆମ୍ଭମାନଙ୍କୁ ସାହାର୍ୟ୍ଯ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ଯ ଓ ଅଶ୍ବାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ବରଙ୍କୁ ଭରସା କରନ୍ତି, ସମାନଙ୍କେର ମଙ୍ଗଳ ପାଇଁ ସମାନଙ୍କେ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ଯାଗ କରନ୍ତି, ତାଙ୍କର ଶକ୍ତି ଓ କୋର୍ଧ ସମାନଙ୍କେର ବିରୁଦ୍ଧ ରେ ଥାଏ।

Ezra 9:6
ହେ ମାରେ ପରମେଶ୍ବର,

Job 6:20
ସମାନେେ ନିଶ୍ଚିତ ଥିଲେ ଯେ ସମାନେେ ନିଶ୍ଚଯ ପାଣି ପାଇବେ କିନ୍ତୁ ଶଷେ ରେ ସମାନେେ ନିରାଶ ହେଲେ।

Occurences : 113

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்