Base Word
בּוּז
Short Definitionto disrespect
Long Definitionto despise, hold in contempt, hold as insignificant
Derivationa primitive root
International Phonetic Alphabetbuːd͡z
IPA modbuz
Syllablebûz
Dictionboodz
Diction Modbooz
Usagecontemn, despise, × utterly
Part of speechv

Proverbs 1:7
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

Proverbs 6:30
ଭୋକିଲା ୟୋଗୁ ଯଦି ଚୋରି କରେ। ତବେେ ଲୋକେ ତାକୁ ଘୃଣା କରିବେ।

Proverbs 11:12
ୟିଏ ଆପଣାର ପ୍ରତିବେଶୀକୁ ତାଛଲ୍ଯ ମନୋଭାବ ଦଖାେଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହାଇେ ରହେ।

Proverbs 13:13
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହବେ।

Proverbs 14:21
ଯେଉଁଲୋକ ପ୍ରତିବେଶୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ଯ।

Proverbs 23:9
ମୂର୍ଖର କର୍ଣ୍ଣଗୋଚର ରେ କଥା କୁହ ନାହିଁ। ଯେ ହତେୁ ସେ ତୁମ୍ଭ ବାକ୍ଯର ବିଜ୍ଞତା ତୁଚ୍ଛ କରିବ।

Proverbs 23:22
ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ।

Proverbs 30:17
ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

Song of Solomon 8:1
ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।

Song of Solomon 8:7
ଅପାର ଜଳରାଶି ପ୍ ରମେକୁ ନିର୍ବାଣ କରି ନ ପା ରେ। କିଅବା ବନ୍ଯା ତାହା ବୁଡ଼ାଇ ନ ପା ରେ। ଯବେେ କହେି ଆପଣାର ସର୍ବସ୍ବ ବଦଳ ରେ ପ୍ ରମେ କିଣିବା ପାଇଁ ଚେଷ୍ଟା କରେ, ତବେେ ସେ ଲୋକ ସମସ୍ତଙ୍କ ଦ୍ବାରା ତୁଚ୍ଛୀକୃତ ହବେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்