Base Word
תְּשׁוּבָה
Short Definitiona recurrence (of time or place); a reply (as returned)
Long Definitiona recurrence, an answer, return
Derivationor תְּשֻׁבָה; from H7725
International Phonetic Alphabett̪ɛ̆.ʃuːˈbɔː
IPA modtɛ̆.ʃuˈvɑː
Syllabletĕšûbâ
Dictionteh-shoo-BAW
Diction Modteh-shoo-VA
Usageanswer, be expired, return
Part of speechn-f

1 Samuel 7:17
ଶାମକ୍ସ୍ଟଯଲେ ଘର ରାମା, ତେଣୁ ସେ ସଠାେକକ୍ସ୍ଟ ଫରେି ଆସକ୍ସ୍ଟଥିଲେ। ସେ ରାମାଠାରକ୍ସ୍ଟ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରୁଥିଲେ ଓ ସଠାେରକ୍ସ୍ଟ ଶାସନ କରୁଥିଲେ। ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପାଇଁ ରାମା ରେ ୟଜ୍ଞବଦେୀ ନିର୍ମାଣ କରିଥିଲେ।

2 Samuel 11:1
ଯେତବେେଳେ ବସନ୍ତ ଆସିଲା, ସେତବେେଳେ ରାଜାଗଣ ୟକ୍ସ୍ଟଦ୍ଧକକ୍ସ୍ଟ ୟାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇଶ୍ରାୟେଲୀୟ ୈସନ୍ଯମାନଙ୍କୁ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ପଠାଇଲେ ଏବଂ ସମାନେେ ୟକ୍ସ୍ଟଦ୍ଧ କରି ସମାନଙ୍କେୁ ପରାସ୍ତ କଲେ ଓ ରଦ୍ଦା ନଗର ଅଧିକାର କଲେ।

1 Kings 20:22
ତା'ପରେ ଭବିଷ୍ଯଦ୍ବକ୍ତା ଆହାବ୍ଙ୍କ ନିକଟକୁ ୟାଇ କହିଲେ, ଅରାମର ରାଜା ବିନହଦଦ୍ ପୁନର୍ବାର ୟୁଦ୍ଧ କରିବାକୁ ଆସନ୍ତା ବସନ୍ତ ରେ ଆସିବ। ତୁମ୍ଭେ ଘରକୁ ୟାଇ ନିଜର ସୈନ୍ଯବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦବୋକୁ ସୁଚିନ୍ତିତ ଯୋଜନା କର।

1 Kings 20:26
ଅନନ୍ତର ପରବର୍ଷ ବସନ୍ତ ରେ ବିନ୍ହଦଦ୍ ଅରାମୀଯମାନଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଅଫକେକୁ ଗଲେ।

1 Chronicles 20:1
ବସନ୍ତକାଳ ରେ, ଯୋୟାବ ଇଶ୍ରାୟେଲର ସୈନ୍ଯବାହିନୀକୁ ୟୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସହେି ସମୟରେ ରାଜାମାନେ ୟୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ୟିରୁଶାଲମ ରେ ରହିଲେ। ଇଶ୍ରାୟେଲର ସୈନ୍ଯବାହିନୀ ଅମ୍ମାନେ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସମାନେେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କଲେ। ନଗର ମଧ୍ଯରୁ ବାହାରକୁ କିଅବା ନଗର ମଧ୍ଯକୁ କାହାରିକୁ ୟିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇଶ୍ରାୟେଲ ସୈନ୍ଯଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କଲେ।

2 Chronicles 36:10
ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।

Job 21:34
ତେଣୁ ତୁମ୍ଭେ ମାେତେ ତୁମ୍ଭର ବୃଥା କଥା ରେ ସାନ୍ତ୍ବନା ଦଇେ ପାରିବ ନାହିଁ। ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।

Job 34:36
ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆୟିବା ଦରକାର। କାହିଁକି ? କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦଲୋ, ଯମେିତି ଜଣେ ଦୁଷ୍ଟ ବ୍ଯକ୍ତି ଉତ୍ତର ଦବେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்