Base Word
תְּקוֹעַ
Short DefinitionTekoa, a place in Palestine
Long Definition(n pr m) a Judaite, son of Ashur and grandson of Hezron
Derivationa form of H8619
International Phonetic Alphabett̪ɛ̆ˈk’o.ɑʕ
IPA modtɛ̆ˈko̞w.ɑʕ
Syllabletĕqôaʿ
Dictionteh-KOH-ah
Diction Modteh-KOH-ah
UsageTekoa, Tekoah
Part of speechn-pr-m n-pr-loc

2 Samuel 14:2
ଏଣୁ ଯୋୟାବ ତକୋଯକକ୍ସ୍ଟ ଲୋକ ପଠାଇ ସଠାେରକ୍ସ୍ଟ ଏକ ଜ୍ଞାନବତୀ ସ୍ତ୍ରୀ ଲୋକ ଆଣିବାକକ୍ସ୍ଟ କହିଲା। ଯୋୟାବ ସହେି ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଦୟାକରି ବହକ୍ସ୍ଟତ ଦକ୍ସ୍ଟଃଖିତ ଥିବାର ଛଳନା କର। ଶାେକ ବସ୍ତ୍ର ପରିଧାନ କର। ତୁମ୍ଭର କେଶ ରେ ଓ ମକ୍ସ୍ଟଖ ରେ ତଲେିଆ ପ୍ରସାଧାନ ଲଗାଅନାହିଁ। ମାତ୍ର ମୃତ ଲୋକ ପାଇଁ ବହକ୍ସ୍ଟକାଳରକ୍ସ୍ଟ ଶାେକକାରିଣୀ ସ୍ତ୍ରୀ ପରି ବ୍ଯବହାର କର।

1 Chronicles 2:24
ହିଷ୍ରୋଣ ମୃତ୍ଯୁବରଣ କଲାପରେ, କାଲବଙ୍କେର ସ୍ତ୍ରୀ ଇଫ୍ରଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀ ନାମ ଅବିଯାହ) ସହେି ପୁତ୍ରର ନାମ ଦିଆଗଲା ଅହୂସର। ଅହୂସର ତକୋଯ ସହର ପ୍ରତିଷ୍ଠା କରିଥିଲେ।

1 Chronicles 4:5
ଅସହୂର ତକୋଯଙ୍କର ପିତା ଥିଲେ। ଅସହୂରଙ୍କର ଦୁଇ ପତ୍ନୀ ଥିଲେ। ସମାନଙ୍କେର ନାମ ଥିଲା ହିଲା ଓ ନାରା।

2 Chronicles 11:6
ସେ ବୈଥ୍ଲେ ହେମ୍, ଐଟମ୍, ତକୋଯର ସମସ୍ତ ନଗରକୁ ସୁଦୃଢ଼ କଲେ।

2 Chronicles 20:20
ଯିହାଶାଫେଟ୍ଙ୍କ ସୈନ୍ଯଦଳ ପ୍ରଭାତ ରେ ତକୋଯର ମରୁଭୂମି ମଧ୍ଯକୁ ୟୁଦ୍ଧ ପାଇଁ ୟାତ୍ରା କଲେ। ସମାନେେ ୟାତ୍ରାରମ୍ଭ କରିବା ସମୟରେ ଯିହାଶାଫେଟ୍ ଉଠି ଠିଆ ହେଲେ ଓ କହିଲେ, ଯିହୁଦା ଓ ୟିରୁଶାଲମର ସମସ୍ତ ଲୋକ ମାେ' କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ, ତବେେ ତୁମ୍ଭମାନେେ ଦୃଢ଼ ରୂପେ ଠିଆ ହାଇେ ପାରିବ। ସଦାପ୍ରଭୁଙ୍କର ଭବିଷ୍ଯତ୍ବକ୍ତାମାନଙ୍କଠା ରେ ବିଶ୍ବାସ ରଖ। ତୁମ୍ଭମାନେେ କୃତକାର୍ୟ୍ଯ ହବେ।

Jeremiah 6:1
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।

Amos 1:1
ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்