Base Word
תִּקְוָה
Short Definitionliterally a cord (as an attachment); figuratively, expectancy
Long Definitioncord
Derivationfrom H6960; (compare H6961)
International Phonetic Alphabett̪ɪk’ˈwɔː
IPA modtikˈvɑː
Syllabletiqwâ
Dictiontik-WAW
Diction Modteek-VA
Usageexpectation(-ted), hope, live, thing that I long for
Part of speechn-f
Base Word
תִּקְוָה
Short Definitionliterally a cord (as an attachment); figuratively, expectancy
Long Definitioncord
Derivationfrom H6960; (compare H6961)
International Phonetic Alphabett̪ɪk’ˈwɔː
IPA modtikˈvɑː
Syllabletiqwâ
Dictiontik-WAW
Diction Modteek-VA
Usageexpectation(-ted), hope, live, thing that I long for
Part of speechn-f

Joshua 2:18
ତୁମ୍ଭେ ଯେଉଁ ଝରକା ଦଇେ ଆମ୍ଭମାନଙ୍କ ରକ୍ଷା କରିଛ, ଆମ୍ଭମାନେେ ଏ ଦେଶକକ୍ସ୍ଟ ଆସିବା ବେଳେ ତୁମ୍ଭେ ସହେି ଝରକା ରେ ସହେି ନାଲିଧଡି ଫିତା ବାନ୍ଧି ରଖିଥିବ। ପକ୍ସ୍ଟଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କକ୍ସ୍ଟ ତୁମ୍ଭର ନିକଟରେ ଏକତ୍ର କରିବ।

Joshua 2:21
ସେ ସ୍ତ୍ରୀ ଲୋକଟି ଉତ୍ତର ଦଇେ କହିଲା, ତୁମ୍ଭେ ଯାହା କହିଲ ମୁ ଠକ୍ ସହେିପରି କରିବି। ସ୍ତ୍ରୀ ଲୋକଟି ସମାନଙ୍କେୁ ବିଦାଯ ଦଲୋ, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ଯାଗ କଲେ। ତା'ପରେ ସହେି ସ୍ତ୍ରୀ ଲୋକ ଜଣକ ସହେି ନାଲି ଧଡି ଫିତାଟିକକ୍ସ୍ଟ ସହେି ଝରକା ରେ ବାନ୍ଧି ରଖିଲା।

Ruth 1:12
ତୁମ୍ଭେ କ'ଣ ସ୍ବସ୍ଥାନକକ୍ସ୍ଟ ୟିବ ନାହିଁ? ମୁ ଅତ୍ଯଧିକ ବଯସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ବାମୀ ପାଇବାକକ୍ସ୍ଟ। ତଥାପି ଯଦି ପକ୍ସ୍ଟନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମାରେ ଗୋଟିଏ ସ୍ବାମୀ ଆଜି ରାତ୍ରି ରେ ଥିଲା, ଏବଂ ମୁ ଗର୍ଭବତୀ ହକ୍ସ୍ଟଏଁ ଏବଂ ଦକ୍ସ୍ଟଇଟି ସନ୍ତାନ ଜନ୍ମ ଦିଏ, ଏହାବି ତକ୍ସ୍ଟମ୍ଭ ପାଇଁ କୌଣସି ସାହାୟ୍ଯ ହବେ କି?

Job 4:6
ତୁମ୍ଭେ ପରମେଶ୍ବରଙ୍କୁ ଉପାସନା କର। ତୁମ୍ଭେ ତାଙ୍କୁ ବିଶ୍ବାସ କର। ତୁମ୍ଭେ ଜଣେ ଉତ୍ତମ ବ୍ଯକ୍ତି। ତାହାହିଁ ତୁମ୍ଭର ଆଶାର ସୋର୍ତ ହେଉ।

Job 5:16
ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି ଓ ଅନ୍ଯାଯକାରୀ ନିଶ୍ଚଯ ନୀରବ ରହିବ।

Job 6:8
ମୁଁ ଚାହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି। ମୁଁ ଇଚ୍ଛାକରେ ଯାହା ମାରେ ଦରକାର ପରମେଶ୍ବର ମାେତେ ଦବେେ।

Job 7:6
ମାରେ ଦିନଗୁଡ଼ିକ ଶୀଘ୍ର ଗଡ଼ିୟାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶଷେ ରେ ଜୀବନଟା କୌଣସି ଆଶାର ପୂରଣ ବିନା ଶଷେ ହାଇୟୋଏ।

Job 8:13
ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।

Job 11:18
ପରମେଶ୍ବର ତୁମ୍ଭର ଯତ୍ନ ନବେେ ଏବଂ ତୁମ୍ଭକୁ ଶାନ୍ତି ଦବେେ। ତା'ପରେ ତୁମ୍ଭେ ତୁମ୍ଭର ଚତୁଃପାଶର୍‌ବକୁ ଅନାଇବ ଏବଂ ନିରାପଦ ରେ ବିଶ୍ରାମ ନବେ।

Job 11:20
ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।

Occurences : 34

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்