Base Word
אָתוֹן
Short Definitiona female donkey (from its docility)
Long Definitionshe-ass, she-donkey
Derivationprobably from the same as H0386 (in the sense of patience)
International Phonetic Alphabetʔɔːˈt̪on̪
IPA modʔɑːˈto̞wn
Syllableʾātôn
Dictionaw-TONE
Diction Modah-TONE
Usage(she) ass
Part of speechn-f

Genesis 12:16
ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦଖାଇେଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।

Genesis 32:15
ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ ମାଈଓଟ, ଚାଳିଶ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶଟି ବାଛୁରୀ ପ୍ରସ୍ତୁତ କଲା।

Genesis 45:23
ପୁଣି ଯୋଷଫେ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ଯ ରେ ନଦା ଦଶଗଧ ଓ ପିତାଙ୍କ ପାଥଯେ ନିମନ୍ତେ ଶସ୍ଯ ଓ ରୋଟି ଆଦି ଭକ୍ଷ୍ଯ ଦ୍ରବ୍ଯ ରେ ନଦା ଦଶ ଗର୍ଦ୍ଧଭୀ ପାଠାଇଲେ।

Genesis 49:11
ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ। ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବେ। ସେ ଦ୍ରାକ୍ଷାରସ ରେ ଆପଣା ଉତ୍ତରୀଯ ବସ୍ତ୍ର ଓ ଆପଣା ପରଧଯେ ବସ୍ତ୍ର ଧୋଇବେ।

Numbers 22:21
ତା' ପରଦିନ, ବିଲିଯମ ନିଜର ଗଧ ଉପରେ ଆରୋହଣ କରି ମାୟୋବର ଅଧିପତିମାନଙ୍କ ସହିତ ଗମନ କଲେ।

Numbers 22:22
ସେତବେେଳେ ବିଲିଯମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢି ଯାଉଥିଲେ। ପରମେଶ୍ବରଙ୍କ କୋର୍ଧ ପ୍ରଜ୍ବଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୃତ ତାହାର ଶତ୍ରୁରୂପେ ପଥ ମଧିଅରେ ଠିଆ ହାଇେ ରହିଲେ।

Numbers 22:23
ଏଥି ରେ ବିଲିଯମଙ୍କର ଗଧ ସଦାପ୍ରଭୁଙ୍କ ଖଡ୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡି ବିଲ ଆଡକୁ ଗଲା। ତେଣୁ ବିଲିଯମ ରାଗିୟାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।

Numbers 22:23
ଏଥି ରେ ବିଲିଯମଙ୍କର ଗଧ ସଦାପ୍ରଭୁଙ୍କ ଖଡ୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡି ବିଲ ଆଡକୁ ଗଲା। ତେଣୁ ବିଲିଯମ ରାଗିୟାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।

Numbers 22:23
ଏଥି ରେ ବିଲିଯମଙ୍କର ଗଧ ସଦାପ୍ରଭୁଙ୍କ ଖଡ୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡି ବିଲ ଆଡକୁ ଗଲା। ତେଣୁ ବିଲିଯମ ରାଗିୟାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।

Numbers 22:25
ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡକୁ ଠଲେି ହାଇଯେିବାରୁ ବିଲିଯମ ଗୋଡ କାନ୍ଥ ରେ ଘସି ହାଇଗେଲା। ତେଣୁ ସେ ପୁନର୍ବାର ଗଧକୁ ଚାବୁକ୍ ମାରିଲେ।

Occurences : 34

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்