Base Word
תַּנְחוּם
Short Definitioncompassion, solace
Long Definitionconsolation(s)
Derivationor תַּנְחֻם; and (feminine) תַּנְחוּמָה; from H5162
International Phonetic Alphabett̪ɑn̪ˈħuːm
IPA modtɑnˈχum
Syllabletanḥûm
Dictiontahn-HOOM
Diction Modtahn-HOOM
Usagecomfort, consolation
Part of speechn

Job 15:11
ପରମେଶ୍ବର ତୁମ୍ଭକୁ ସାନ୍ତ୍ବନା ଦବୋକୁ ଚେଷ୍ଟା କରନ୍ତି। ତାହା ତୁମ୍ଭ ପାଇଁ ୟଥେଷ୍ଟ ନୁହେଁ। ଆମ୍ଭମାନେେ ପରମେଶ୍ବରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ଯ ରେ ବୁଝାଇ କହିଲୁ।

Job 21:2
ମୁଁ ଯାହା କହୁଛି ମନଦଇେ ଶୁଣ। ତାହା ତୁମ୍ଭମାନଙ୍କର ମାେ ପ୍ରତି ସାନ୍ତ୍ବନା ହେଉ।

Psalm 94:19
ମୁଁ ଅତି ବ୍ଯସ୍ତ ଓ ଚିନ୍ତିତ ଥିଲା ବେଳେ, ସଦାପ୍ରଭୁ ମାେତେ ଆନନ୍ଦ ଓ ଖୁସି ଦେଲେ।

Isaiah 66:11
ତହିଁରେ ତୁମ୍ଭମାନେେ ତାହାର ଦୟାରୂପ ସ୍ତନ୍ଯପାନ କରି ତୃପ୍ତ ହବେ ; ତୁମ୍ଭମାନେେ ତା'ର ଦୁଗ୍ଧ ଦୋହନ କରି ତାହାର ଐଶ୍ବର୍ୟ୍ଯର ବାହୁଲ୍ଯ ରେ ଆନନ୍ଦିତ ହବେ।

Jeremiah 16:7
ମୃତ ବ୍ଯକ୍ତିଙ୍କ ଦୁଃଖ ରେ ଶାେକ କରୁଥିବା ଲୋକମାନଙ୍କୁ ସାନ୍ତ୍ବନା ଦବୋକୁ କହେି ଖାଦ୍ୟ ଆଣିବେ ନାହିଁ। ପିତାମାତାଙ୍କ ମୃତ୍ଯୁ ରେ ବିଳାପ କରୁଥିବା ପୁତ୍ରମାନଙ୍କୁ ପାନ କରିବା ନିମନ୍ତେ ସାନ୍ତ୍ବନା ସୂଚକ ପାତ୍ର କହେି ଦବେେ ନାହିଁ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்