Base Word
תִּמֹּר
Short Definition(architectural) a palm-like pilaster (i.e., umbellate)
Long Definitionpalm tree figure (as ornament)
Derivation(plural or (feminine) תִּמֹּרָה; (singular and plural), from the same root as H8558
International Phonetic Alphabett̪ɪmˈmor
IPA modtiˈmo̞wʁ
Syllabletimmōr
Dictiontim-MORE
Diction Modtee-MORE
Usagepalm tree
Part of speechn-f

1 Kings 6:29
ମୂଖ୍ଯ କଠାେରୀର ଓ ଭିତର କଠାେରୀର କାନ୍ଥଗୁଡିକ ଗ୍ଭରିପାଖ ରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖାଦେିତ ହାଇେଥିଲା।

1 Kings 6:32
ଏହିରୂପେ ସେ ଜିତ କାଠ ରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ ରେ ମଣ୍ତନ କଲେ।

1 Kings 6:32
ଏହିରୂପେ ସେ ଜିତ କାଠ ରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ ରେ ମଣ୍ତନ କଲେ।

1 Kings 6:35
ପ୍ରେତ୍ୟକକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖାଦେିତ ହାଇେଥିଲା ଓ ସହେି ଖାଦେିତ ଆକୃତିଗୁଡିକୁ ସୁବର୍ଣ୍ଣ ରେ ମଣ୍ତନ କରାଗଲା।

1 Kings 7:36
ସସଇ ଖଟୁଲିର ଓ ଫ୍ସରମର ପାଶର୍‌ବସର କିରୁବ ଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବିସଖାଦିତସହାଇଥିଲା। ଏହିସବୁ ଛବିଗୁଡିକ ଖଟୁଲିର ସବୁଆଲଡସଖାଦିତ କରାୟାଇ ଥିଲା ଓ ଖଟୁଲିର ଚତୁପାଶର୍‌ବସର ଥିବା ଫ୍ସରମସର ଫୁଲସବୁସଖାଦିତସହାଇଥିଲା।

2 Chronicles 3:5
ବଡ଼ କଠାେରୀର କାନ୍ଥ ରେ ଶଲୋମନ ଦବଦୋରୁ କାଠର ଆସ୍ତରଣ ଦଇେ ତା' ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥି ରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ।

Ezekiel 40:16
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍‌ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।

Ezekiel 40:22
ଏବଂ ତାହାର କଳାକବାଟି, ମଣ୍ଡପ ଓ ଖାଦେିତ ଖଜୁର୍ର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ବାରର ମାପ ଅନୁସାରେ ଥିଲା। ସାତାଟେି ପାହାଚ ଫାଟକ ଆଡ଼କୁ ୟାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶଷେ ଫାଟକର ଭିତର ପାଖ ରେ ଥିଲା।

Ezekiel 40:26
ତାହା ଉପରକୁ ୟିବା ପାଇଁ ସାତାଟେି ପାବଚ୍ଛ ଥିଲା। ଏହାର ମଣ୍ଡପ ଶଷେ ଫାଟକର ଭିତର ଭାଗ ରେ ଥିଲା। ଫାଟକର ଉଭୟ ପାଶର୍‌ବର କାନ୍ଥ ରେ ଖଜ୍ଜୁର୍ର ବୃକ୍ଷର ଛବି ଖାଦେିତ ଥିଲା।

Ezekiel 40:31
ତା'ପ ରେ ତାହାର ମଣ୍ଡପଗୁଡ଼ିକ ବାହାର ପ୍ରାଙ୍ଗଣର ଅଭିମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉପର ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବାପାଇଁ ଆଠଟି ପାବଛ ଥିଲା।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்