Base Word
תֻּמִּים
Short Definitionperfections, i.e., (technically) one of the epithets of the objects in the high-priest's breastplate as an emblem of complete Truth
Long Definitionstones provided for the means of achieving a sacred lot
Derivationplural of H8537
International Phonetic Alphabett̪umˈmɪi̯m
IPA modtuˈmiːm
Syllabletummîm
Dictiontoom-MEEM
Diction Modtoo-MEEM
UsageThummim
Part of speechn-pr-m

Exodus 28:30
ସହେି ବିଚାରାର୍ଥକ ବୁକୁପଟା ରେ ତୁମ୍ଭେ ଉରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ। ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରବୁଙ୍କ ଛାମୁ ରେ ପ୍ରବେଶ କରିବ। ସହେି ସମୟରେ ହାରୋଣର ଦୃଦଯ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଚାମୁ ରେ ପ୍ରେତ୍ୟକକଦିନ ଇଶ୍ରାୟେଲ ସନ୍ତାନଗଣର ବିଚାର ଆପଣା ହୃଦଯ ଉପରେ ବହିବ।

Leviticus 8:8
ସେ ହାରୋଣଙ୍କୁ ବୁକପଟା ଦେଲେ, ଆଉ ବୁକପଟା ରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।

Deuteronomy 33:8
ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।

Ezra 2:63
ଶାସନକର୍ତ୍ତା ସମାନଙ୍କେୁ କହିଲେ ଯେ, ସମାନେେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ୟ୍ଯନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହାଇେ ନାହିଁ।

Nehemiah 7:65
ଶାସନକର୍ତ୍ତା ସମାନଙ୍କେୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்