Base Word
תֵּל
Short Definitiona mound
Long Definitionmound, heap, heap of ruins
Derivationby contraction from H8524
International Phonetic Alphabett̪el
IPA modtel
Syllabletēl
Dictiontale
Diction Modtale
Usageheap, × strength
Part of speechn-m

Deuteronomy 13:16
ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।

Joshua 8:28
ଏହାପରେ ଯିହାଶୂେୟ ଅଯ ସହରକକ୍ସ୍ଟ ପୋଡି଼ ପାଉଁଶ କଲେ। ସେ ଏକ ଧ୍ବଂସ ସ୍ତକ୍ସ୍ଟପରେ ପରିଣତ କଲେ ଏବଂ ଏହା ଆଜିୟାଏଁ ଅନକ୍ସ୍ଟର୍ବର ସ୍ଥାନ ହାଇେ ରହିଛି।

Joshua 11:13
ମାତ୍ର ନିଜ ନିଜ କକ୍ସ୍ଟଦ ଉପରେ ସ୍ଥାପିତ ନଗରମାନ ମଧ୍ଯରକ୍ସ୍ଟ କବଳେ ହାତ୍ସୋର ବିନା ଆଉ କୌଣସି ନଗର ଇଶ୍ରାୟେଲ ଦଗ୍ଧ କଲେ ନାହିଁ। ତାହା ଯିହାଶୂେୟ ଦଗ୍ଧ କଲେ।

Jeremiah 30:18
ସଦାପ୍ରଭୁ କହନ୍ତି, ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ବର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସହେି ଧ୍ବଂସ୍ତ ସ୍ଥାନ ରେ ନଗର ନିର୍ମିତ ହବେ ଓ ରାଜଗୃହ ଯଥା ସ୍ଥାନ ରେ ପୁନଃନିର୍ମିତ ହବେ।

Jeremiah 49:2
ଆଉ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେତବେେଳେ ଅମ୍ମାନରେ ରବ୍ବା ନଗର ବିରୁଦ୍ଧ ରେ ୟୁଦ୍ଧର ଧ୍ବନି ଶୁଣାୟିବ। ରବ୍ବା ଧ୍ବଂସ ପାଇବ ଓ ତାହା ଏକ ଜନଶୂନ୍ଯ ଢ଼ିପି ହବେ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନି ରେ ଦଗ୍ଧିଭୂତ ହବେ। ଯେଉଁମାନେ ଇଶ୍ରାୟେଲ ଉପ ରେ ଅଧିକାର କରିଥିଲେ, ଇଶ୍ରାୟେଲ ସମାନଙ୍କେ ଉପ ରେ ଅଧିକାର କରିବ। ଏହା ସଦାପ୍ରଭୁ କହନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்