Base Word
תָּכַן
Short Definitionto balance, i.e., measure out (by weight or dimension); figuratively to arrange, equalize, through the idea of levelling (ment, estimate, test)
Long Definitionto regulate, measure, estimate, ponder, balance, make even, level, weigh, be equal, be weighed out, test, prove
Derivationa primitive root
International Phonetic Alphabett̪ɔːˈkɑn̪
IPA modtɑːˈχɑn
Syllabletākan
Dictiontaw-KAHN
Diction Modta-HAHN
Usagebear up, direct, be (un-)equal, mete, ponder, tell, weigh
Part of speechv

1 Samuel 2:3
ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।

2 Kings 12:11
ସମାନେେ ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଶ୍ରମିକମାନଙ୍କୁ, ବଢଇମାନଙ୍କେୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ୟ୍ଯ ମରାମତି ରେ ଏହି ଟଙ୍କା ଦେଲେ।

Job 28:25
ପରମେଶ୍ବର ତାଙ୍କର ଶକ୍ତିକୁ ପବନକୁ ଦଇେଛନ୍ତି। ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହାଇପୋରିବ।

Psalm 75:3
ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହାଇେ ପତନ ହବୋକୁ ଯାଉଛନ୍ତି। କିନ୍ତୁ ମୁଁ ତାକୁ ସ୍ଥିର କରିବି।

Proverbs 16:2
ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି।

Proverbs 21:2
ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଦୃଷ୍ଟି ରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦଯ ସବୁ ତୌଲନ୍ତି।

Proverbs 24:12
ତୁମ୍ଭେ ଏପରି କୁହ ନାହିଁ, ଏହା ମାରେ କର୍ତ୍ତବ୍ଯ ନୁହେଁ। ଯେ ହତେୁ ସଦାପ୍ରଭୁ ସମସ୍ତ ବିଷଯ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ'ଣସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ୟ୍ଯ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ।

Isaiah 40:12
କିଏ ନିଜର ହସ୍ତ ପାପୁଲି ରେ ସମୁଦ୍ର ଜଳରାଶି ମାପିଅଛି ? କିଏ ନିଜର ହସ୍ତ ଚାଖଣ୍ଡ ରେ ଅନନ୍ତ ଆକାଶକୁ କଳନା କରିଅଛି ? ପୁଣି କିଏ ଗୌଣୀ ରେ ପୃଥିବୀର ସମସ୍ତ ଧୂଳିରାଶିକୁ ଭରି ପାରିଛି ? କିଏ ପର୍ବତଗୁଡି଼କୁ ନିକିତି ରେ ଓ ଉପପର୍ବତକୁ ତରାଜୁ ରେ ତଉଲି ଅଛି ?

Isaiah 40:13
କହେି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦଇେଅଛି କି ? ପୁଣି ମନ୍ତ୍ରୀ ହାଇେ କହେି ତାଙ୍କୁ ନିର୍ଦ୍ଦଶେ ଦଇେଅଛି କି ?

Ezekiel 18:25
କିନ୍ତୁ ତୁମ୍ଭେ କୁହ, 'ସଦାପ୍ରଭୁ ନ୍ଯାଯପୂର୍ଣ୍ଣ ନୁହଁନ୍ତି।' ହେ ଇଶ୍ରାୟେଲର ପୁତ୍ରଗଣ, ଶୁଣ, ମୁଁ ନ୍ଯାଯ ଅଟେ। କିନ୍ତୁ ତୁମ୍ଭମାନେେ ୟିଏ ନ୍ଯାଯ ନୁହଁ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்