Base Word
תְּחִלָּה
Short Definitiona commencement; relatively original (adverb, -ly)
Long Definitionbeginning, first
Derivationfrom H2490 in the sense of opening
International Phonetic Alphabett̪ɛ̆.ħɪlˈlɔː
IPA modtɛ̆.χiˈlɑː
Syllabletĕḥillâ
Dictionteh-hil-LAW
Diction Modteh-hee-LA
Usagebegin(-ning), first (time)
Part of speechn-f

Genesis 13:3
ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।

Genesis 41:21
କିନ୍ତୁ ସମାନେେ ସହେିପରି ଦୁର୍ବଳ ଓ କୁତ୍ସିତ ଦଖାେ ଯାଉଥାନ୍ତି। ସମାନେେ ଖାଇ ସାରିବାପରେ ନଖାଇଲା ପରି ଦଖାେ ଯାଉଥିଲେ। ଏହି ସମୟରେ ମାରେ ନିଦ୍ରା ଭାଙ୍ଗିଗଲା।

Genesis 43:18
ସହେି ଲୋକମାନେ ଭୟଭିତ ହାଇେ ଗଲେ ଯେତବେେଳେ ସମାନେେ ଯୋଷଫଙ୍କେ ଗୃହକୁ ଗଲେ। ସମାନେେ କହିଲେ, ଆମ୍ଭମାନଙ୍କୁ ଏଥର ଏଠାକୁ ଅଣା ୟିବାର କାରଣ ହେଉଛ ଗତଥର ଆମ୍ଭମାନେେ ଶସ୍ଯ ଅଖା ସହିତ ସହେି ଟଙ୍କା ନଇେ ୟାଇଥିଲୁ। ଆମ୍ଭ ବିରୁଦ୍ଧ ରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନଇେଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।

Genesis 43:20
ସମାନେେ କହିଲେ, ମହାଶୟ ଆମ୍ଭେ ପ୍ରତିଜ୍ଞା କରୁଛୁ ଯେ, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ଏହା ସତ୍ଯ ଅଟେ। ଗତଥର ଆମ୍ଭମାନେେ ଏଠାକୁ ଖାଦ୍ୟ କ୍ରଯ କରିବାକୁ ଆସିଥିଲୁ।

Judges 1:1
ଯିହାଶୂେୟଙ୍କର ମୃତକ୍ସ୍ଟ୍ଯପରେ ଇଶ୍ରାୟେଲର ଲେୀକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ସମାନେେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀଯ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯିବେ?

Judges 20:18
ଏହାପରେ ଇଶ୍ରାୟେଲ ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଓ ସଦାପ୍ରଭୁଙ୍କୁ ପଚାରିଲେ, ବିନ୍ଯାମୀନ ପରିବାରବର୍ଗ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ ପ୍ରଥମେ କିଏ ୟିବ।

Judges 20:18
ଏହାପରେ ଇଶ୍ରାୟେଲ ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଓ ସଦାପ୍ରଭୁଙ୍କୁ ପଚାରିଲେ, ବିନ୍ଯାମୀନ ପରିବାରବର୍ଗ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ ପ୍ରଥମେ କିଏ ୟିବ।

Ruth 1:22
ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହବୋ ସମୟରେ ନୟମୀ ଏବଂ ତା'ର ପକ୍ସ୍ଟତ୍ରବଧୂ ଋତ ମାୟୋବର ପାର୍ବତ୍ଯ ଦେଶରକ୍ସ୍ଟ ବୈଥଲହମେକକ୍ସ୍ଟ ଫରେି ଆସିଲେ।

2 Samuel 17:9
ଦେଖନ୍ତକ୍ସ୍ଟ, ସେ ଏବେ କୌଣସି ଗକ୍ସ୍ଟମ୍ଫା ରେ, ରାସ୍ତା ରେ କି ଅନ୍ୟ କୌଣସି ସ୍ଥାନ ରେ ଲକ୍ସ୍ଟଚକ୍ସ୍ଟଛନ୍ତି। ଯଦି ତୁମ୍ଭର ପିତା ଲୋକମାନଙ୍କୁ ପ୍ରଥମ ଆକ୍ରମଣ କରନ୍ତି, ଲୋକମାନେ ଏ ଖବର ଶକ୍ସ୍ଟଣିବେ। ସମାନେେ ଭାବିବେ, 'ଅବଶା ଲୋମର ଅନକ୍ସ୍ଟସରଣକାରୀମାନେ ହତାଶ ହେଉଛନ୍ତି।'

2 Samuel 21:9
ସମାନଙ୍କେୁ ରାଜା ଗିବିଯୋନୀଯମାନଙ୍କ ହସ୍ତ ରେ ସମର୍ପଣ କଲେ। ତହକ୍ସ୍ଟଁ ସମାନେେ ପର୍ବତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେୁ ଟାଙ୍ଗି ଦେଲେ, ପକ୍ସ୍ଟଣି ସେ ସାତଜଣ ୟାକ ଏକା ବେଳେ ମରା ପଡିଲେ। ସମାନେେ ପ୍ରଥମ ଶସ୍ଯଛଦନେ ସମୟରେ ଅର୍ଥାତ୍ ୟବ ଛଦନରେ ଆରମ୍ଭ ସମୟରେ ହତ ହେଲେ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்