Base Word
תְּהוֹם
Short Definitionan abyss (as a surging mass of water), especially the deep (the main sea or the subterranean watersupply)
Long Definitiondeep, depths, deep places, abyss, the deep, sea
Derivationor תְּהֹם; (usually feminine) from H1949
International Phonetic Alphabett̪ɛ̆ˈhom
IPA modtɛ̆ˈho̞wm
Syllabletĕhôm
Dictionteh-HOME
Diction Modteh-HOME
Usagedeep (place), depth
Part of speechn

Genesis 1:2
ପୃଥିବୀ ସେତବେେଳେ ସଂପୂରନ୍ଭାବେ ଶୂନ୍ଯ ଓ କିଛି ନଥିଲା। ଜଳଭାଗ ଉପରେ ଅନ୍ଧକାର ଘାଡ଼ଇେେ ରଖିଥିଲା ଏବଂ ପରମେଶ୍ବରଙ୍କର ଆତ୍ମା ଜଳଭାଗ

Genesis 7:11
ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।

Genesis 8:2
ଆକାଶରୁ ବର୍ଷା ପଡ଼ିବା ବନ୍ଦ ହାଇଗେଲା ଏବଂ ଧରିତ୍ରୀ ତଳେ ଜଳଷୋର୍ତ ବନ୍ଦ ହାଇଗେଲା। ଆକାଶସ୍ଥ ଦ୍ବାର ସକଳ ବନ୍ଦ ହାଇଗେଲା।

Genesis 49:25
ପୈତୃକ ପରମେଶ୍ବର, ସାହାୟ୍ଯ କରିବେ ଏବଂ ସର୍ବଶକ୍ତିମାନ ପରମେଶ୍ବର ସ୍ବର୍ଗରୁ ତୁମ୍ଭଙ୍କୁ ଆଶୀର୍ବାଦ ଦବେେ। ଆକାଶରୁ ମଙ୍ଗଳ ଓ ଗଭୀର ସାଗର ଗର୍ଭାଶଯ ବାରିଧିରୁ ମଙ୍ଗଳ ତୁମ୍ଭକୁ ଆଶୀର୍ବାଦ କରିବେ।

Exodus 15:5
ଗଭୀର ଜଳ ସମାନଙ୍କେୁ ଆଚ୍ଛାଦନ କରିଅଛି। ସମାନେେ ପ୍ରସ୍ତର ତୁଲ୍ଯ ଅଗାଧ ଜଳ ରେ ବୁଡି ଗଲେ।

Exodus 15:8
ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ଯ ପରିଣତ କଲା। ଏବଂ ଜଳଷୋର୍ତ ପ୍ରାଚୀରତୁଲ୍ଯ ହାଇଗେଲା। ସମୁଦ୍ର ମଧ୍ଯ ସ୍ଥଳ ରେ ଜଳ ଜମାଟ ହାଇଗେଲା।

Deuteronomy 8:7
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।

Deuteronomy 33:13
ମାଶାେ ଯୋଷଫଙ୍କେ ବିଷଯ ରେ କହିଲେ, ସଦାପ୍ରଭୁ, ଯୋଷଫଙ୍କେର ଭୂମିକକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ସଦାପ୍ରଭୁ ଆକାଶରକ୍ସ୍ଟ ଶିଶିର ବିନ୍ଦକ୍ସ୍ଟ ଓ ଧରଣୀ ଗଭୀରକ୍ସ୍ଟ ତାଙ୍କର ଭୂମି ୟଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗକ୍ସ୍ଟଡିକ ବାରିଧି ରେ ପରିପୂର୍ଣ କରନ୍ତକ୍ସ୍ଟ।

Job 28:14
ମହାସାଗର କ ହେ, 'ଜ୍ଞାନ ମାେ ପାଖ ରେ ନାହିଁ।' ସମୁଦ୍ର କ ହେ, 'ତାହା ମାେ ପାଖ ରେ ନାହିଁ।'

Job 38:16
ଆୟୁବ ତୁମ୍ଭେ କବେେ ସମୁଦ୍ରର ଗଭୀର ସ୍ଥାନକୁ ୟାଇଛ କି। ଯେଉଁଠାରୁ ସମୁଦ୍ରର ଆରମ୍ଭ। ତୁମ୍ଭେ କବେେ ସମୁଦ୍ରର ନିମ୍ନ ଦେଶ ରେ ଚାଲିଛ କି ?

Occurences : 36

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்