Base Word
תֶּבֶן
Short Definitionproperly, material, i.e., (specifically) refuse haum or stalks of grain (as chopped in threshing and used for fodder)
Long Definitionstraw, stubble
Derivationprobably from H1129
International Phonetic Alphabett̪ɛˈbɛn̪
IPA modtɛˈvɛn
Syllableteben
Dictionteh-BEN
Diction Modteh-VEN
Usagechaff, straw, stubble
Part of speechn-m

Genesis 24:25
ଏହାପରେ ସେ ମଧ୍ଯ କହିଲେ, ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।

Genesis 24:32
ତେଣୁ ଅବ୍ରହାମର ଦାସ ଗୃହକୁ ଗଲା। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାୟ୍ଯ କଲେ ଏବଂ ସମାନଙ୍କେ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ଯମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ୟଦ୍ବାରା କି ସମାନେେ ପାଦ ଧୋଇବେ।

Exodus 5:7
ତୁମ୍ଭମାନେେ ସମାନଙ୍କେୁ ଇଟା ପାଇଁ ନଡା ଦେଉଥିଲ। ସମାନଙ୍କେୁ ଆଉ ପାଳ ଦିଅ ନାହିଁ। ସମାନେେ ନିଜପାଳ ନିଜେ ସଂଗ୍ରହ କରନ୍ତୁ।

Exodus 5:7
ତୁମ୍ଭମାନେେ ସମାନଙ୍କେୁ ଇଟା ପାଇଁ ନଡା ଦେଉଥିଲ। ସମାନଙ୍କେୁ ଆଉ ପାଳ ଦିଅ ନାହିଁ। ସମାନେେ ନିଜପାଳ ନିଜେ ସଂଗ୍ରହ କରନ୍ତୁ।

Exodus 5:10
ତେଣୁ ଇଶ୍ରାୟେଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇଶ୍ରାୟେଲୀୟ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କୁ ଆଉ ପାଳ ନଦବୋ ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି।

Exodus 5:11
ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନରେଖ ପୂର୍ବପରି ତୁମ୍ଭମାନେେ ଯେତେ ସଂଖ୍ଯକ ଇଟା ନିର୍ମାଣ କରୁଥିଲ ସତେିକି ସଂଖ୍ଯକ ଇଟା ତିଆରି କରିବ।

Exodus 5:12
ତେଣୁ ଲୋକମାନେ ମିଶରର ଚାରିଆଡେ ବୁଲି ପାଳ ସଂଗ୍ରହ କଲେ।

Exodus 5:13
କ୍ରୀତଦାସମାନଙ୍କର ମୁନିବମାନେ ସମାନଙ୍କେର କାର୍ୟ୍ଯକୁ କଠିନ କରାଇଲେ ଏବଂ ସମାନଙ୍କେୁ ବାଧ୍ଯ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ।

Exodus 5:16
ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭେ ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ଯାଯ କରୁଛନ୍ତି।

Exodus 5:18
ବର୍ତ୍ତମାନ ତୁମ୍ଭମାନଙ୍କର କାର୍ୟ୍ଯକୁ ଫରେିୟାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡା ଦବେି ନାହିଁଏବଂ ପୂର୍ବପରି ତୁମ୍ଭମାନଙ୍କୁ ସତେିକି ସଂଖ୍ଯକ ଇଟା ତିଆରି କରିବାକୁ ହିଁ ପଡ଼ିବ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்