Base Word
שָׂשׂוֹן
Short Definitioncheerfulness; specifically, welcome
Long Definitiongladness, joy, exultation, rejoicing
Derivationor שָׂשֹׂן; from H7797
International Phonetic Alphabetɬɔːˈɬon̪
IPA modsɑːˈso̞wn
Syllableśāśôn
Dictionsaw-SONE
Diction Modsa-SONE
Usagegladness, joy, mirth, rejoicing
Part of speechn-m

Esther 8:16
ଆଉ ୟିହୁଦୀଯମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦଯ ହେଲା।

Esther 8:17
ଏବଂ ପ୍ରତି ପ୍ରଦେଶ ରେ ଓ ପ୍ରତି ନଗର ରେ, ଯେ କୌଣସି ସ୍ଥାନ ରେ ରାଜାଜ୍ଞା ଓ ନିଯମ ପତ୍ର ଉପସ୍ଥିତ ହେଲା, ସହେି ସ୍ଥାନ ରେ ୟିହୁଦୀଯମାନଙ୍କର ଆନନ୍ଦ ଓ ଆମାଦେ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନକେ ଲୋକ ୟିହୁଦୀଯ ମତାଲମ୍ବୀ ହେଲେ, ଯେ ହତେୁ ସମାନେେ ୟିହୁଦୀଯମାନଙ୍କ ସକାେଶ ଭୟ କଲେ।

Psalm 45:7
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ବର ତୁମ୍ଭର ବନ୍ଧୁମାନଙ୍କ ମଧ୍ଯରୁ ତୁମ୍ଭକୁ ରାଜ ହବୋକୁ ମନୋନୀତ କଲେ।

Psalm 51:8
ଆଉ ମାେତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ବାରା ଭଗ୍ନ ଅସ୍ଥି ସବୁ ଆନନ୍ଦରେ ପ୍ରଫୁଲ୍ଲିତ ହବେ।

Psalm 51:12
ତୁମ୍ଭର ପରିତ୍ରାଣ ମାେତେ ଖୁସି କଲା ! ପୁନରାଯ ମାେତେ ସହେି ଆନନ୍ଦ ପ୍ରଦାନ କର। ମାରେ ଆତ୍ମାକୁ ସୁଦୃଢ଼ କର, ୟପରେିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହବେି।

Psalm 105:43
ପରମେଶ୍ବର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନେେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।

Psalm 119:111
ସଦାପ୍ରଭୁ ମୁଁ ତୁମ୍ଭର ନିଯମକୁ ସବୁଦିନ ଦଖାଇବୋକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମାେତେ ବହୁ ଆନନ୍ଦ ଦିଏ।

Isaiah 12:3
ପରିତ୍ରାଣ ରୂପକ କୂପରୁ ତୁମ୍ଭମାନେେ ଜଳ କାଢ଼ିବ। ତାହା ହେଲେ ତୁମ୍ଭମାନେେ ସୁଖୀ ହବେ।

Isaiah 22:13
ମାତ୍ର ଦେଖ ! ଲୋକମାନେ ଆମାଦେ ପ୍ରମାଦେ କରୁଛନ୍ତି। ସମାନେେ କହୁଛନ୍ତି :

Isaiah 35:10
ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்