Base Word
שְׂעַר
Short Definitionhair
Long Definitionhair (of head)
Derivationcorresponding to H8181
International Phonetic Alphabetɬɛ̆ˈʕɑr
IPA modsɛ̆ˈʕɑʁ
Syllableśĕʿar
Dictionseh-AR
Diction Modseh-AR
Usagehair
Part of speechn-m

Daniel 3:27
ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦଶାେଧ୍ଯକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରୀତ ହାଇେ ସହେି ତିନିଜଣଙ୍କୁ ଦେଖିଲେ ଯେ ଅଗ୍ନି ସମାନଙ୍କେର ଶରୀର ରେ କୌଣସି ଅଂଶ ଦଗ୍ଧ କରିନାହିଁ। ସମାନଙ୍କେ ମସ୍ତକର କେଶ କି ସମାନଙ୍କେର ପାଇଜାମା ଦଗ୍ଧ ହାଇନୋହିଁ କି ସମାନଙ୍କେର ଶରୀର ରେ ଅଗ୍ନିର ଗନ୍ଧ ନାହିଁ।

Daniel 4:33
ସହେି ସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହାଇେ ଗୋରୁପରି ତୃଣ ଭକ୍ଷଣ କଲେ। ଆଉ ସେ ଆକାଶର କାକର ରେ ତିନ୍ତିଲେ। ଶଷେ ରେ ତାହାର କେଶ ଉକ୍ରୋଶପକ୍ଷୀର ପର ତୁଲ୍ଯ ଓ ତାହାର ନଖ ପକ୍ଷୀର ନଖ ତୁଲ୍ଯ ବଢିଲା।

Daniel 7:9
ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்