Base Word
שֶׁמֶר
Short Definitionsomething preserved, i.e., the settlings (plural only) of wine
Long Definitionlees, dregs
Derivationfrom H8104
International Phonetic Alphabetʃɛˈmɛr
IPA modʃɛˈmɛʁ
Syllablešemer
Dictionsheh-MER
Diction Modsheh-MER
Usagedregs, (wines on the) lees
Part of speechn-m

Psalm 75:8
ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ୟାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ଯରେ ପୂର୍ଣ୍ଣ ଓ ସେ ତହିଁରୁ ଢ଼ାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀଯ ନିଗାଡ଼ି ପିଇବେ।

Isaiah 25:6
ସେତବେେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପ ରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦବେେ। ସହେି ଭୋଜି ରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀଯ ଦ୍ରାକ୍ଷାରସ କୋମଳ ସ୍ବାଦୟୁକ୍ତ ମାସଂ ଏବଂ ଅନ୍ଯାନ୍ଯ ସ୍ବତନ୍ତ୍ର ଦ୍ରବ୍ଯ।

Isaiah 25:6
ସେତବେେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପ ରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦବେେ। ସହେି ଭୋଜି ରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀଯ ଦ୍ରାକ୍ଷାରସ କୋମଳ ସ୍ବାଦୟୁକ୍ତ ମାସଂ ଏବଂ ଅନ୍ଯାନ୍ଯ ସ୍ବତନ୍ତ୍ର ଦ୍ରବ୍ଯ।

Jeremiah 48:11
ମାଯାେବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମାଯାେବ ଏକ ପାତ୍ରସ୍ଥ ମଦ ତୁଲ୍ଯ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢ଼ଳା ୟାଇ ନାହିଁ। କିଅବା ସେ ବନ୍ଦୀ ହାଇେ ୟାଇ ନାହିଁ, ଏଣୁ ତା'ର ସ୍ବାଦ ତା' ମଧିଅରେ ଅଛି। ତାହାର ସୁବାସ ବିକୃତ ହାଇେ ନାହିଁ।

Zephaniah 1:12
ସହେିଦିନ ଆମ୍ଭେ ଗୋଟିଏ ପ୍ରଦୀପ ନଇେ ୟିରୁଶାଲମ ମଧିଅରେ ଖାଜେିବା। ଓ ସହେି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସମାନଙ୍କେ ଶୈଳୀ ରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସହେି ଲୋକମାନେ କୁହନ୍ତୁ, 'ସଦାପ୍ରଭୁ କହାରିକୁ ସାହାୟ୍ଯ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।' ଆମ୍ଭେ ସମାନଙ୍କେୁ ଖାଜେି ବାହାର କରିବା ଓ ଦଣ୍ତ ଦବୋ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்