Base Word
שָׁלוֹם
Short Definitionsafe, i.e., (figuratively) well, happy, friendly; also (abstractly) welfare, i.e., health, prosperity, peace
Long Definitioncompleteness, soundness, welfare, peace
Derivationor שָׁלֹם; from H7999
International Phonetic Alphabetʃɔːˈlom
IPA modʃɑːˈlo̞wm
Syllablešālôm
Dictionshaw-LOME
Diction Modsha-LOME
Usage× do, familiar, × fare, favour, + friend, × great, (good) health, (× perfect, such as be at) peace(-able, -ably), prosper(-ity, -ous), rest, safe(-ty), salute, welfare, (× all is, be) well, × wholly
Part of speechn-m

Genesis 15:15
ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।

Genesis 26:29
ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ,ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭମାନଙ୍କେୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତି ରେ ଆମ୍ଭେ ବିଦା କରିଅଛୁ। ସହେିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାତର ପାତ୍ର।

Genesis 26:31
ପରଦିନ ପ୍ରତ୍ଯୁଷରୁ ପ୍ରେତ୍ୟକକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହାପରେ ସମାନେେ ଶାନ୍ତି ରେ ଫରେିଲେ।

Genesis 28:21
ଯଦି ପରମେଶ୍ବର ମାେତେ ନିରାପଦ ରେ ମାେ ଗୃହକୁ ଫରୋଇ ଆଣନ୍ତି। ତବେେ ସଦାପ୍ରଭୁ ମାରେ ପରମେଶ୍ବର ହବେେ।

Genesis 29:6
ଏହାପରେ ଯାକୁବ ତାଙ୍କୁ ପଚାରିଲେ, ସେ କିପରି ଅଛନ୍ତି।

Genesis 29:6
ଏହାପରେ ଯାକୁବ ତାଙ୍କୁ ପଚାରିଲେ, ସେ କିପରି ଅଛନ୍ତି।

Genesis 37:4
ଯୋଷଫେର ଭାଇମାନେ ଦେଖିଲେ ତାଙ୍କର ପିତା ସମାନଙ୍କେଠାରୁ ସମାନଙ୍କେର ଭାଇ ଯୋଷଫେକୁ ଅଧିକ ଭଲ ପାଉଛନ୍ତି। ତେଣୁ ସମାନେେ ଯୋଷଫେକୁ ଘୃଣା କଲେ। ତେଣୁ ତା ପ୍ରତି ସମାନେେ ଭଲ ଭାବରେ କଥାବାର୍ତ୍ତା କଲେ ନାହିଁ।

Genesis 37:14
ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

Genesis 37:14
ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

Genesis 41:16
ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।

Occurences : 237

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்