Base Word
שַׁכּוּל
Short Definitionbereaved
Long Definitionchildless (through bereavement)
Derivationor שַׁכֻּל; from H7921
International Phonetic Alphabetʃɑk̚ˈkuːl
IPA modʃɑˈkul
Syllablešakkûl
Dictionshahk-KOOL
Diction Modsha-KOOL
Usagebarren, bereaved (robbed) of children (whelps)
Part of speecha

2 Samuel 17:8
ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।

Proverbs 17:12
ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ଯକୁ ପେଛ ଭଟେୁ ମାତ୍ର ନିଜ ଅଜ୍ଞାନନା ରେ ମଗ୍ନ ମୂର୍ଖ ନ ଭଟେୁ।

Song of Solomon 4:2
ତୁମ୍ଭର ଦାନ୍ତଗୁଡ଼ିକ ନୂତନ ଲୋମକଟା, ସ୍ନାନରୁ ଉତ୍ଥିତ ମଷେୀ ପଲ ତୁଲ୍ଯ। ସଗେୁଡ଼ିକୁ ଯଥାର୍ଥ ଭାବରେ ମାନିଛି ଏବଂ ସଗେୁଡ଼ିକ ମଧ୍ଯରୁ କହେି ହଜି ନାହାଁନ୍ତି।

Song of Solomon 6:6
ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ଉଥିତା ମଷେୀପଲ ତୁଲ୍ଯ। ସମାନଙ୍କେ ପ୍ରେତ୍ୟକକର ୟାଆଁଳା ଛୁଆ ଅଛି, ଆଉ ସମାନଙ୍କେ ମଧ୍ଯରୁ କାହାରି ଛୁଆ ମରି ନାହିଁ।

Jeremiah 18:21
ତେଣୁ ସମାନଙ୍କେର ସନ୍ତାନଗଣ ଦୁର୍ଭିକ୍ଷ ରେ କବଳିତ ହୁଅନ୍ତୁ। ସମାନଙ୍କେର ଶତ୍ରୁ ସମାନଙ୍କେୁ ଖଡ୍ଗ ରେ ପରାସ୍ତ କରନ୍ତୁ। ସମାନଙ୍କେର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ। ସମାନଙ୍କେର ପୁରୁଷଗଣ ମୃତ୍ଯୁବରଣ କରନ୍ତୁ ଓ ସମାନଙ୍କେର ୟୁବାଗଣ ୟୁଦ୍ଧ ରେ ନିହତ ହୁଅନ୍ତୁ।

Hosea 13:8
ଭାଲୁ ପାଖରୁ ତା' ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସହେିପରି ହିଂସ୍ର ହାଇେ ସମାନଙ୍କେୁ ଆକ୍ରମଣ କରିବା। ଆମ୍ଭେ ସମାନଙ୍କେୁ ଆକ୍ରମଣ କରି ସମାନଙ୍କେର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ଯ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସମାନଙ୍କେୁ ସହେିପରି ଖଣ୍ତ ବିଖଣ୍ତିତ କରିବା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்