Base Word
שִׁישַׁק
Short DefinitionShishak, an Egyptian king
Long Definitionking of Egypt, Sheshonk I, 1st king of the Bubastite 22nd dynasty; ruled in Egypt during the reigns of Solomon and Rehoboam and attacked the southern kingdom under Rehoboam and apparently made it tributary
Derivationor שׁוּשַׁק; of Egyptian derivation
International Phonetic Alphabetʃɪi̯ˈʃɑk’
IPA modʃiːˈʃɑk
Syllablešîšaq
Dictionshee-SHAHK
Diction Modshee-SHAHK
UsageShishak
Part of speechn-pr-m

1 Kings 11:40
ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।

1 Kings 14:25
ରିହବିଯାମଙ୍କ ରାଜତ୍ବର ପଞ୍ଚମ ବର୍ଷ ରେ ମିଶରର ରାଜା ଶୀଶକ୍ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ କଲେ।

2 Chronicles 12:2
ରାଜା ରିହବିଯାମ୍ଙ୍କ ପଞ୍ଚମ ବର୍ଷ ରେ ଶୀଶକ୍ ୟିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସମାନେେ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ।

2 Chronicles 12:5
ଏହାପରେ ଭବଷ୍ଯଦ୍ବକ୍ତା ଶମଯିଯ, ରିହବିଯାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସହେି ନେତାମାନେ ୟିରୁଶାଲମ ରେ ରୁଣ୍ଡ ହାଇେଥିଲେ। କାରଣ ସମାନେେ ଶୀଶକଙ୍କୁ ଅତ୍ଯନ୍ତ ଭୟ କରୁଥିଲେ। ଶମଯିଯ ସମାନଙ୍କେୁ କହିଲେ, ସଦାପ୍ରଭୁ କହନ୍ତି : 'ତୁମ୍ଭମାନେେ ଆମ୍ଭକୁ ପରିତ୍ଯାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାୟ୍ଯ ବିନା ଶୀଶକ୍ର ସମ୍ମୁଖୀନ ହବୋ ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିଅଛୁ।'

2 Chronicles 12:5
ଏହାପରେ ଭବଷ୍ଯଦ୍ବକ୍ତା ଶମଯିଯ, ରିହବିଯାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସହେି ନେତାମାନେ ୟିରୁଶାଲମ ରେ ରୁଣ୍ଡ ହାଇେଥିଲେ। କାରଣ ସମାନେେ ଶୀଶକଙ୍କୁ ଅତ୍ଯନ୍ତ ଭୟ କରୁଥିଲେ। ଶମଯିଯ ସମାନଙ୍କେୁ କହିଲେ, ସଦାପ୍ରଭୁ କହନ୍ତି : 'ତୁମ୍ଭମାନେେ ଆମ୍ଭକୁ ପରିତ୍ଯାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାୟ୍ଯ ବିନା ଶୀଶକ୍ର ସମ୍ମୁଖୀନ ହବୋ ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିଅଛୁ।'

2 Chronicles 12:7
ସଦାପ୍ରଭୁ ଦେଖିଲେ ଯେ, ସମାନେେ ନିଜକୁ ନମ୍ର କରିଛନ୍ତି। ଏହାପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମଯିଯଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମଯିଯଙ୍କୁ କହିଲେ, ସମାନେେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସମାନଙ୍କେୁ ଅଳ୍ପ ଉପଶମ ଦବୋ। କିନ୍ତୁ ୟିରୁଶାଲମ ଉପରେ ଆମ୍ଭର କୋରଧ ଢ଼ାଳିବା ନିମନ୍ତେ ଆମ୍ଭେ ଶୀଶକ୍କୁ ବ୍ଯବହାର କରିବା ନାହିଁ।

2 Chronicles 12:9
ଶୀଶକ୍ ୟିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହ ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଆହୁରି ମଧ୍ଯ ସେ ଶ ଲୋମ ନିର୍ମାଣ କରିଥିବା ସୁବର୍ଣ୍ଣ ଢ଼ାଲ ନଇଗେଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்