Base Word
שְׂחוֹק
Short Definitionlaughter (in merriment or defiance)
Long Definitionlaughter, laughing stock, mocking, derision
Derivationor שְׂחֹק; from H7832
International Phonetic Alphabetɬɛ̆ˈħok’
IPA modsɛ̆ˈχo̞wk
Syllableśĕḥôq
Dictionseh-HOKE
Diction Modseh-HOKE
Usagederision, laughter(-ed to scorn, -ing), mocked, sport
Part of speechn-m

Job 8:21
ପରମେଶ୍ବର ପୁଣି ତୁମ୍ଭ ମୁଖ ରେ ହସ ଫୁଟାଇବେ। ତୁମ୍ଭେ ଓଠ ରେ ଖୁସିର ଶବ୍ଦ ଭରି ଦବେେ।

Job 12:4
ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।

Job 12:4
ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।

Psalm 126:2
ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।

Proverbs 10:23
କୁକର୍ମ କରିବା ନିର୍ବୋଧର ଆନନ୍ଦ, ସହେିପରି ଜ୍ଞାନ ବୁଦ୍ଧିମାନ୍ ପୁରୁଷର।

Proverbs 14:13
ଏପରିକି ହସୁଥିବା ବେଳେ ହୃଦଯ ବ୍ଯଥା କରିପା ରେ ଏବଂ ଖୁସିର ସମାପ୍ତି ଦୁଃଖର ହାଇପୋ ରେ।

Ecclesiastes 2:2
ସର୍ବଦା ହସିବା ମୂର୍ଖାମି ଅଟେ। ଖୁସି ରହି କ'ଣ ଲାଭ ?

Ecclesiastes 7:3
ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ଯବାନ ଶିକ୍ଷା ଦିଏ।

Ecclesiastes 7:6
ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି ମୂର୍ଖର ହାସ୍ଯ ସହେିପରି, ଏହା ମଧ୍ଯ ଅର୍ଥହୀନ।

Ecclesiastes 10:19
ଖୁସି ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ୟ୍ଯ ରେ ଆ ସେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்