Base Word
שׂוּךְ
Short Definitionto entwine, i.e., shut in (for formation, protection or restraint)
Long Definitionto hedge or fence up or about
Derivationa primitive root
International Phonetic Alphabetɬuːk
IPA modsuχ
Syllableśûk
Dictionsook
Diction Modsook
Usagefence, (make an) hedge (up)
Part of speechv

Job 1:10
ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା'ର ପରିବାରକୁ, ତା'ର ଯାହା କିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ୟ୍ଯ କରେ ସବୁଥି ରେ ଆପଣ ତାକୁ କୃତକାର୍ୟ୍ଯ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥି ରେ ସେ ଏତେ ଧନୀ ଯେ, ତା'ର ମଷେପଲ ଓ ଗୋପଲ ସାରଦେଶ ରେ ଥିଲେ।

Job 10:11
ଏତେ ତୁମ୍ଭେ ମାେତେ ହାଡ ଓ ଶିରା ରେ ମାରେ ଶରୀର ଗଢ଼ିଛ ତା'ପରେ ଚର୍ମ ଓ ମାଂସ ରେ ମାରେ ଶରୀର ଆଚ୍ଛାଦିତ କରିଛ।

Hosea 2:6
ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ ରୋଧ କରିବା। ତା'ର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳ ରେ ସେ ଆଉ ପଥ ପାଇବ ନାହିଁ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்