Base Word
שׁוֹט
Short Definitiona lash (literally or figuratively)
Long Definitionscourge, whip
Derivationfrom H7751
International Phonetic Alphabetʃot̪’
IPA modʃo̞wt
Syllablešôṭ
Dictionshote
Diction Modshote
Usagescourge, whip
Part of speechn-m

1 Kings 12:11
ମାରେ ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭରୀ ୟୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା କୋରଡା ରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡିଲା ୟନ୍ତ୍ରଣା ପରି ତୁମ୍ଭକୁ ତିକ୍ଷ୍ଣ କୋରଡା ବ୍ଯବହାର କରିବି, ଯାହାଦ୍ବାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହବେ।'

1 Kings 12:14
ପୁଣି ୟୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସା ରେ ସେ ଲୋକମାନଙ୍କୁ କହିଲେ, ମାରେ ପିତା ଯେତିକି କାର୍ୟ୍ଯ ଦେଉଥିଲେ ମୁଁ ତା' ଅପେକ୍ଷା ଆହୁରି ଅଧିକ କାର୍ୟ୍ଯ ଦବେି। ସେ ତୁମ୍ଭମାନଙ୍କୁ କୋରଡା ରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତିକ୍ଷ୍ଣ କୋରଡା ରେ ଶାସ୍ତି ଦବେି, ଯାହାର ଆଘାତ ବିଛା କାମୁଡିଲା ପରି ୟନ୍ତ୍ରଣା ଦାୟକ ଏବଂ ତୁମ୍ଭମାନେେ ଆଘାତ ରେ କ୍ଷତାକ୍ତ ହବେ।

2 Chronicles 10:11
ମାରେ ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦଇେଛନ୍ତି, ମୁଁ ସହେି ବୋଝକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭକୁ ଚାବୁକ ଦ୍ବାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଚାବୁକ ଦ୍ବାରା ଶାସନ କରିବି, ଯେଉଁଥି ରେ ମୁନିଆ କଣ୍ଟାମାନ ବାହାରିଥିବ।'

2 Chronicles 10:14
ୟୁବା ଲୋକମାନେ ତାଙ୍କୁ ଯେ ପ୍ରକାର ପରାମର୍ଶ ଦଇେଥଲେ, ରାଜା ରିହବିଯାମ୍ ଲୋକମାନଙ୍କୁ ସହେି ପ୍ରକାର କଥା କହିଲେ। ସେ କହିଲେ, ମାରେ ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭମାନଙ୍କୁ ଚାବୁକ୍ ଦ୍ବାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଚାବୁକ୍ ଦ୍ବାରା ଦଣ୍ଡ ଦବେି, ଯାହାର ଅଗ ରେ ମୁନିଆଁ କଣ୍ଟାମାନ ବାହାରିଥିବ।

Job 5:21
ପରମେଶ୍ବର ତୁମ୍ଭକୁ ଲୋକଙ୍କ ଜିହ୍ବାର ଅନିଷ୍ଟକର ବାକ୍ଯରୁ ଉଦ୍ଧାର କରି ପାରିବେ। ପରମେଶ୍ବର ତୁମ୍ଭକୁ ରକ୍ଷା କରିବେ, ତେଣୁ ଯେତବେେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।

Job 9:23
ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ଯକ୍ତି ପ୍ରାଣ ହରାଏ, ପରମେଶ୍ବର କ'ଣ ନିର୍ଦ୍ ଦୋଷର ମୃତ୍ଯୁ ରେ କବଳେ ହସି ପାରିବେ ?

Proverbs 26:3
ଅଶ୍ବ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର।

Isaiah 10:26
ତା'ପ ରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତ ରେ ଓ ରବେ ଶୈଳ ରେ ମିଦିଯନର ହତ୍ଯା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲା ବେଳେ ସେ ସହେିପରି କରିବେ। ଆଉ ଅତୀତ ରେ ସଦାପ୍ରଭୁ ଯେପରି ତାଙ୍କର ୟଷ୍ଟି ସମୁଦ୍ର ଉପ ରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦଇେ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସହେିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।

Isaiah 28:15
ତୁମ୍ଭମାନେେ କହିଅଛ, ଆମ୍ଭମାନେେ ମୃତ୍ଯୁସହିତ ସନ୍ଧି କରିଛୁ ଓ ପାତାଳ ସହିତ ଚୁକ୍ତି କରିଛୁ। ତେଣୁ ଜଳ ପ୍ରଳଯରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭମାନେେ ମିଥ୍ଯାର ଆଶ୍ରଯ ନଇେଅଛୁ ଓ ଅସତ୍ଯ ପଛ ରେ ନିଜକୁ ଲୁଚାଇ ରଖିଛୁ।'

Isaiah 28:18
ମୃତ୍ଯୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହବେ, ପାତାଳ ସହିତ ସନ୍ଧି କିଛି କାମ ଦବେ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்