Base Word
רֶשַׁע
Short Definitiona wrong (especially moral)
Long Definitionwrong, wickedness, guilt
Derivationfrom H7561
International Phonetic Alphabetrɛˈʃɑʕ
IPA modʁɛˈʃɑʕ
Syllablerešaʿ
Dictionreh-SHA
Diction Modreh-SHA
Usageiniquity, wicked(-ness)
Part of speechn-m

Deuteronomy 9:27
ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ଯତା ପ୍ରତି କି ସମାନଙ୍କେ ଦକ୍ସ୍ଟଷ୍ଟତା ପ୍ରତି କିଅବା ସମାନଙ୍କେର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ।

1 Samuel 24:13
ପକ୍ସ୍ଟରକ୍ସ୍ଟଣା କଥା ଅଛି, 'ଦକ୍ସ୍ଟଷ୍ଟଠାରକ୍ସ୍ଟ ଦକ୍ସ୍ଟଷ୍ଟତା ବାହା ରେ।'

Job 34:8
ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି। ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ।

Job 34:10
ତୁମ୍ଭମାନେେ ବୁଝାମଣା ସମ୍ପନ୍ନ ମଣିଷ ମାେ କଥା ଶୁଣ। କୌଣସି ମନ୍ଦ କାର୍ୟ୍ଯ କରିବା ଅର୍ଥାତ୍ ପରମେଶ୍ବରଙ୍କ ଦ୍ବାରା ଅସମ୍ଭବ! ସର୍ବଶକ୍ତିମାନ ପରମେଶ୍ବର କୌଣସି ଭୁଲ କରନ୍ତି ନାହିଁ।

Job 35:8
ଆୟୁବ ତୁମ୍ଭେ କରୁଥିବା ଭଲ ଓ ମନ୍ଦ କାର୍ୟ୍ଯସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ବରଙ୍କ ସାହାୟ୍ଯ ବା କ୍ଷତି କରେ ନାହିଁ।

Psalm 5:4
ହେ ପରମେଶ୍ବର, ତୁମ୍ଭେ କବେେ ମନ୍ଦ କାର୍ୟ୍ଯ ପସନ୍ଦ କର ନାହିଁ। କାରଣ ମନ୍ଦ କାର୍ୟ୍ଯ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।

Psalm 10:15
ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ବଂସ କର। ସମାନଙ୍କେର କୁକାର୍ୟ୍ଯ ପାଇଁ ସମାନଙ୍କେୁ ଦଣ୍ଡିତ କର, ସମାନେେ ଧ୍ବଂସ ହାଇେ ନ ୟିବା ପର୍ୟ୍ଯନ୍ତ।

Psalm 45:7
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ବର ତୁମ୍ଭର ବନ୍ଧୁମାନଙ୍କ ମଧ୍ଯରୁ ତୁମ୍ଭକୁ ରାଜ ହବୋକୁ ମନୋନୀତ କଲେ।

Psalm 84:10
ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।

Psalm 125:3
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିଯନ୍ତ୍ରଣରେ ରଖିପାରିବେ ନାହିଁ। ୟଦି ଏପରି ଘଟିଲା, ତବେେ ଧାର୍ମିକ ଲୋକମାନେ ଅଧର୍ମ କାର୍ୟ୍ଯ କରିବାକୁ ଆରମ୍ଭ କରିଦବେେ।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்