Base Word
רָקַח
Short Definitionto perfume
Long Definitionto mix, compound
Derivationa primitive root
International Phonetic Alphabetrɔːˈk’ɑħ
IPA modʁɑːˈkɑχ
Syllablerāqaḥ
Dictionraw-KA
Diction Modra-KAHK
Usageapothecary, compound, make (ointment), prepare, spice
Part of speechv

Exodus 30:25
ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ଯ ତିଆରି କରୁଥିବା ୟନ୍ତ୍ର ଆଣ। ତାହା ଅଭିଷକୋର୍ଥକ ପବିତ୍ର ତୈଳ ମିଶାଇବ।

Exodus 30:33
ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅୟୋଗ୍ଯ ବ୍ଯକ୍ତିକୁ ଦିଆୟାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାୟିବ।

Exodus 30:35
ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥି ରେ ଲବଣ ମଧ୍ଯ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ।

Exodus 37:29
ଏହାପରେ ସେ ବିଶଷେ ଅଭିଷକୋର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିଯାନୁୟାଯୀ ସୁଗନ୍ଧି ଦ୍ରବ୍ଯ ପ୍ରସ୍ତୁତ କଲେ।

1 Chronicles 9:30
କିନ୍ତୁ ଯାଜକ ହିଁ ବିଶଷେ ତୈଳର ମିଶ୍ରଣ କାର୍ୟ୍ଯ କରୁଥିଲେ।

Ecclesiastes 10:1
କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସପରେି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।

Ezekiel 24:10
ପାତ୍ର ତଳେ ପ୍ରଚୁର କାଠ ଗଦା କରି ଅଗ୍ନି ସଂୟୋଗ କର। ମାଂସ ଉତ୍ତମ ରୂପେ ସିଦ୍ଧ କର ଓ ମସଲା ମିଶାଅ। ଅସ୍ଥିସବୁ ଦଗ୍ଧ କର। ଯେପର୍ୟ୍ଯନ୍ତ ସମାନେେ ପୋଡ଼ିୟାଇ ନାହାଁନ୍ତି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்