Base Word
רַעַם
Short Definitiona peal of thunder
Long Definitionthunder
Derivationfrom H7481
International Phonetic Alphabetrɑˈʕɑm
IPA modʁɑˈʕɑm
Syllableraʿam
Dictionra-AM
Diction Modra-AM
Usagethunder
Part of speechn-m

Job 26:14
ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।

Job 39:25
ଯେତବେେଳେ ତୂରୀ ଆଦି ବାଦ୍ଯ ଶୁଣେ ଘୋଡ଼ା ମଧ୍ଯ ପାଟିକରେ 'ହୁ ରେ !' ସେ ଦୂରରୁ ୟୁଦ୍ଧର ବାସନା ଓ ସନୋପତିମାନଙ୍କର ହୁଙ୍କାର ଜାଣିପା ରେ।

Psalm 77:18
ଘୂର୍ଣ୍ଣିବାତ୍ଯାରେ ତୁମ୍ଭର ବଜ୍ରଧ୍ବନି ସ୍ବର ଶୁଣାଗଲା। ବିଜୁଳି ଜଗତକୁ ଆଲୋକମୟ କଲା। ପୃଥିବୀ କମ୍ପିତ ହେଲା।

Psalm 81:7
ତୁମ୍ଭମାନେେ ଯେତବେେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାୟ୍ଯ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦଲେୁ। ଆମେ ମରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।

Psalm 104:7
କିନ୍ତୁ ତୁମ୍ଭେ ଆଜ୍ଞା ଦଲେ ଓ ଜଳରାଶି ସଠାରୁେ ଛାଡ଼ି ପଳାଇଲା। ହେ ପରମେଶ୍ବର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।

Isaiah 29:6
ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାଯୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ବଂସ କରିବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்