Base Word
רָעֵב
Short Definitionhungry (more or less intensely)
Long Definitionhungry
Derivationfrom H7456
International Phonetic Alphabetrɔːˈʕeb
IPA modʁɑːˈʕev
Syllablerāʿēb
Dictionraw-ABE
Diction Modra-AVE
Usagehunger bitten, hungry
Part of speecha

1 Samuel 2:5
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚଯ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରକ୍ସ୍ଟ ଯେଉଁମାନେ କ୍ଷକ୍ସ୍ଟଧାର୍ତ୍ତ ଥିଲେ, ସମାନେେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ଯା ସଲ୍ଗ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀ ଲୋକଟି ଯାହାର ବହକ୍ସ୍ଟତ ସନ୍ତାନ ଥିଲା ସେ ଦକ୍ସ୍ଟଃଖିତା ହାଇେଅଛି।

2 Samuel 17:29
ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।

2 Kings 7:12
ସହେି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, ଅରାମୀଯ ସୈନ୍ଯମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସମାନେେ ଜାଣନ୍ତି ଆମ୍ଭମାନେେ କ୍ଷୁଧାର୍ତ୍ତ। ତେଣୁ ସମାନେେ ଶିବିରରୁ ବାହାରି କ୍ଷେତ୍ର ମଧିଅରେ ଲୁଚି ରହିଛନ୍ତି। ସମାନେେ ଭାବିଛନ୍ତି 'ଯେତବେେଳେ ଆମ୍ଭମାନେେ ନଗରରୁ ବାହାରିବା ସମାନେେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗର ରେ ପ୍ରବେଶ କରିବେ।'

Job 5:5
କ୍ଷୁଧାର୍ତ୍ତ ଲୋକେ ସମାନଙ୍କେର ଶସ୍ଯସବୁ ଖାଇଦଇେଛନ୍ତି। ସହେି କ୍ଷୁଧାର୍ତ୍ତ ଲୋକେ ମଧ୍ଯ କଣ୍ଟା ମଧ୍ଯରୁ ଶସ୍ଯକଣାକୁ ନଇୟୋଇଛନ୍ତି। ଲୋଭୀ ଲୋକ ସମାନଙ୍କେର ସବୁକିଛି ଲୁଟି ନଇେଛନ୍ତି।

Job 18:12
ଖରାପ ବିଷଯ ତା' ପାଇଁ ଭୋକିଲା ଅଛି। ଧ୍ବଂସ ବିଧ୍ବସ୍ତ ତା' ପାଇଁ ପ୍ରସ୍ତୁତ ଅଛନ୍ତି ସେ ଯେତବେେଳେ ପଡ଼ିବ।

Job 22:7
ହାଇପୋ ରେ ତୁମ୍ଭେ ଜଳ ଓ ଖାଦ୍ୟ ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦଇନୋହଁ।

Job 24:10
ଗରିବ ଲୋକର ବସ୍ତ୍ର ନ ଥିବାରୁ ସମାନେେ ଉଲଗ୍ନ ହାଇେ କାମ କରନ୍ତି। ସମାନେେ ଧାନ ବିଡ଼ା ବୁହନ୍ତି, ତଥାପି ସମାନେେ କ୍ଷୁଧାର୍ତ୍ତ ହାଇେ ୟାଆନ୍ତି।

Psalm 107:5
ସମାନେେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସମାନେେ ଦୁର୍ବଳ ହାଇୟୋଇଥିଲେ।

Psalm 107:9
କାରଣ ପରମେଶ୍ବର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି। କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ବର ପୂର୍ଣ୍ଣ କରିଛନ୍ତି।

Psalm 107:36
ପରମେଶ୍ବର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗଇେ ନିଅନ୍ତି। ଏବଂ ସଠାେରେ ସମାନେେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்