Base Word
רֵכָה
Short DefinitionRekah, a place in Palestine
Long Definitiona place in Judah
Derivationprobably feminine from H7401; softness
International Phonetic Alphabetreˈkɔː
IPA modʁeˈχɑː
Syllablerēkâ
Dictionray-KAW
Diction Modray-HA
UsageRechah
Part of speecha
Base Word
רֵכָה
Short DefinitionRekah, a place in Palestine
Long Definitiona place in Judah
Derivationprobably feminine from H7401; softness
International Phonetic Alphabetreˈkɔː
IPA modʁeˈχɑː
Syllablerēkâ
Dictionray-KAW
Diction Modray-HA
UsageRechah
Part of speechn-pr-loc

1 Chronicles 4:12
ଇଷ୍ଟୋନ ବୈଥ୍ରାଫା, ପା ସହେ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହସ୍ଙ୍କର ପିତା ଥିଲେ। ଏହି ବ୍ଯକ୍ତିଗଣ ରକୋ ନିବାସୀ ଥିଲେ।

Jeremiah 35:2
ହେ ଯିରିମିୟ, ତୁମ୍ଭେ ରେଖବୀଯ ବଂଶ ନିକଟକୁ ୟାଇ ସମାନଙ୍କେୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସମାନଙ୍କେୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।

Jeremiah 35:3
ତହୁଁ ମୁଁ ହବତସିନିଯର ପୌତ୍ର, ଯିରିମିୟର ପୁତ୍ର ୟାଶନିଯକୁ, ତାହାର ଭ୍ରାତୃଗଣଙ୍କୁ ଓ ତାହାର ସମସ୍ତ ପୁତ୍ରଙ୍କୁ ଆଉ ସମସ୍ତ ରେଖବୀଯ ବଂଶକୁ ଏକତ୍ରୀତ କରି ସଙ୍ଗ ରେ ନଲେି।

Jeremiah 35:5
ପୁଣି ମୁଁ ରେଖକ ବଂଶୀଯ ଲୋକମାନଙ୍କ ସମ୍ମୁଖ ରେ ଦ୍ରାକ୍ଷାରସ ପୂର୍ଣ୍ଣ କେତକେ ଭାଣ୍ଡ ଓ ପାନପାତ୍ର ରଖି ସମାନଙ୍କେୁ କହିଲି, ତୁମ୍ଭମାନେେ ଦ୍ରାକ୍ଷାରସ ପାନ କର।

Jeremiah 35:18
ତେଣୁ ଯିରିମିୟ ରେଖବୀଯ ବଂଶକୁ କହିଲେ, ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ନିଜ ପୂର୍ବପୁରୁଷ ୟିହୋନାଦବର ଆଜ୍ଞା ମାନିଅଛ, ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ୟ୍ଯ କରିଅଛ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்