Base Word
רֶכֶב
Short Definitiona vehicle; by implication, a team; by extension, cavalry; by analogy a rider, i.e., the upper millstone
Long Definitiona team, chariot, chariotry, mill-stone, riders
Derivationfrom H7392
International Phonetic Alphabetrɛˈkɛb
IPA modʁɛˈχɛv
Syllablerekeb
Dictionreh-KEB
Diction Modreh-HEV
Usagechariot, (upper) millstone, multitude (from the margin), wagon
Part of speechn-m

Genesis 50:9
ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ବାରୋହି ସୈନ୍ଯ ଓ ରଥାରୋହି ସୈନ୍ଯମାନେ ମଧ୍ଯ ଗଲେ।

Exodus 14:6
ତେଣୁ ଫାରୋ ତାଙ୍କର ରଥ ଓ ଲୋକମାନଙ୍କୁ ସାଙ୍ଗ ରେ ନେଲେ।

Exodus 14:7
ଫାରୋ ମିଶରର ଅନ୍ଯାନ୍ଯ ସୈନ୍ଯ ଓ ରଥ ସହିତ 600 ଜଣ ନିପୁଣ ସୈନ୍ଯ ଏବଂ ସମାନଙ୍କେର ରଥଗୁଡ଼ିକ ନେଲେ ଏବଂ ପ୍ରେତ୍ୟକକ ରଥରେ ଜଣେ ଅଧିକାରୀ ରହିଲେ।

Exodus 14:7
ଫାରୋ ମିଶରର ଅନ୍ଯାନ୍ଯ ସୈନ୍ଯ ଓ ରଥ ସହିତ 600 ଜଣ ନିପୁଣ ସୈନ୍ଯ ଏବଂ ସମାନଙ୍କେର ରଥଗୁଡ଼ିକ ନେଲେ ଏବଂ ପ୍ରେତ୍ୟକକ ରଥରେ ଜଣେ ଅଧିକାରୀ ରହିଲେ।

Exodus 14:9
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ବ, ରଥ, ତାଙ୍କର ରଥା ରୋହୀ ଏବଂ ତାଙ୍କର ସୈନ୍ଯ ସମାନଙ୍କେୁ ଗୋଡ଼ାଇଲେ ଆବଂ ସମୁଦ୍ର ପାଖ ରେ ବାଲ-ସଫୋନ ଆଡକୁ ମୁଖ କରିଥିବା ପୀହହୀରୋତ ଛାଉଣୀ ନିକଟରେ ଭଟେିଲେ।

Exodus 14:17
ମୁଁ ମିଶରୀଯମାନଙ୍କୁ ଜିଦ୍ଖୋର କରିବି, ଯେଉଁଥି ରେ ସମାନେେ ତୁମ୍ଭମାନଙ୍କ ପଛ ରେ ଗୋଡାଇବେ। ମୁଁ ତୁମ୍ଭକୁ ଦଖାଇବେି, କିପରି ମୁଁ ଫାରୋ, ତାଙ୍କର ଅଶ୍ବାରୋହୀ ସୈନ୍ଯ, ରଥା ରୋହୀ ସୈନ୍ଯମାନଙ୍କଠାରୁ ଶକ୍ତିଶାଳୀ।

Exodus 14:18
ଏହାପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ବର। ସମାନେେ ମାେତେ ସମ୍ମାନ କରିବେ ଯେତବେେଳେ ମୁଁ ଫାରୋ ଏବଂ ତା'ର ରଥା ରୋହୀମାନଙ୍କୁ ଏବଂ ଅଶ୍ବାରୋହୀ ସୈନ୍ଯମାନଙ୍କୁ ପରାସ୍ତ କରିବି।

Exodus 14:23
ମିଶରୀଯମାନେ ସମାନଙ୍କେ ପଛ ରେ ଗୋଡ଼ାଇଲେ। ଏହାପରେ ଫାରୋଙ୍କର ସମସ୍ତ ଅଶ୍ବ ଓ ରଥ ସମାନଙ୍କେୁ ସମୁଦ୍ର ପର୍ୟ୍ଯନ୍ତ ଅନୁସରଣ କଲେ।

Exodus 14:26
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥି ରେ ସମୁଦ୍ର ଜଳ ମାଡିୟାଇ ମିଶରର ରଥା ରୋହୀ ଓ ଅଶ୍ବାରୋହୀମାନଙ୍କୁ ବୁଡାଇ ଦବେ।

Exodus 14:28
ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡିକ, ଅଶ୍ବାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡଉଥିବା ଫାରୋଙ୍କର ସମଗ୍ର ସୈନ୍ଯବାହୀନି ସମୁଦ୍ର ରେ ବୁଡିଗଲେ। କହେି ଜଣେ ହେଲବି ସୈନ୍ଯ ବଞ୍ଚିଲେ ନାହିଁ।

Occurences : 119

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்