Base Word
רֵיקָם
Short Definitionemptily; figuratively (objective) ineffectually, (subjective) undeservedly
Long Definitionvainly, emptily
Derivationfrom H7386
International Phonetic Alphabetrei̯ˈk’ɔːm
IPA modʁei̯ˈkɑːm
Syllablerêqām
Dictionray-KAWM
Diction Modray-KAHM
Usagewithout cause, empty, in vain, void
Part of speechadv

Genesis 31:42
ମାହେର ପୂର୍ବପୁରୁଷଙ୍କ ପରମେଶ୍ବର ଅବ୍ରହାମଙ୍କ ପରମେଶ୍ବର ଓ ଇସ୍ହାକର ଭୟନାଶକ ପରମେଶ୍ବର ଯବେେ ମାେ ସହିତ ନଥାନ୍ତେ, ତବେେ ଅବଶ୍ଯ ଏବେ ତୁମ୍ଭେ ମାେତେ ତୁଚ୍ଛା ହାତ ରେ ବିଦାଯ କରିଥାନ୍ତ। ପରମେଶ୍ବର ମାରେ ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରି ରେ ତୁମ୍ଭକୁ ଧମକାଇଲେ।

Exodus 3:21
ଆଉ ଆମ୍ଭେ ମିଶରୀଯ ଲୋକମାନଙ୍କ ସାକ୍ଷାତ ରେ ଏହି ଲୋକମାନଙ୍କୁ ଅନୁଗ୍ରହ ପାତ୍ର କରିବି, ତହିଁରେ ତୁମ୍ଭମାନଙ୍କର ୟାତ୍ରା ସମୟରେ ସମାନେେ ତୁମ୍ଭମାନଙ୍କୁ ଉପହାରମାନ ଦବେେ।

Exodus 23:15
ପ୍ରଥମ ଉତ୍ସବଟି ତାଡିଶୂନ୍ଯ ରୋଟୀର ଉତ୍ସବ। ଏହା ମାରେ ଆଜ୍ଞାନୁସା ରେ ପାଳନ କରିବ। ଏହିପରି ତୁମ୍ଭମାନେେ ସାତଦିନ ୟାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭମାନେେ ଆବୀବ୍ ମାସ ରେ ପାଳନ କରିବ। କାରଣ ଏହି ମାସ ରେ ତୁମ୍ଭମାନେେ ମିଶରରୁ ମୁକ୍ତ ହାଇେଥିଲ। ପ୍ରେତ୍ୟକକ ଲୋକ ମାେତେ ନବୈେଦ୍ଯ ଉତ୍ସର୍ଗ କରିବେ।

Exodus 34:20
ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ଏକ ମଷେ ବଦଳ ରେ ତାହା କ୍ରଯ କରିପାରିବ। କିନ୍ତୁ ଯଦି ତୁମ୍ଭେ ମଷେ ବଦଳ ରେ ତାହା କ୍ରଯ ନକର, ତବେେ ତୁମ୍ଭେ ସହେି ଗଧର ବକେ ଭାଙ୍ଗିବ। ତୁମ୍ଭମାନେେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରିପାରିବ। କୌଣସି ବ୍ଯକ୍ତି ବିନା ଉପହାର ରେ ମାେ ପାଖକୁ ଆସିବ ନାହିଁ।

Deuteronomy 15:13
କିନ୍ତୁ ତୁମ୍ଭମାନେେ ଯେତବେେଳେ ତୁମ୍ଭର କ୍ରିତଦାସମାନଙ୍କୁ ମକ୍ସ୍ଟକ୍ତ କରିବ, ସେତବେେଳେ ସମାନଙ୍କେୁ ମକ୍ସ୍ଟକ୍ତ ହସ୍ତ ରେ ୟିବାକକ୍ସ୍ଟ ଦବନୋହିଁ।

Deuteronomy 16:16
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।

Ruth 1:21
ଯେତବେେଳେ ମୁ ଏହି ସ୍ଥାନ ଛାଡିଲି, ମାରେ ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମାେତେ ଖାଲି ହାତ ରେ ଘରକକ୍ସ୍ଟ ଫରୋଇ ଆଣିଲେ। ସଦାପ୍ରଭୁ ମାେତେ ଦଃଖ ଦଇେଅଛନ୍ତି, ତେଣୁ ତୁମ୍ଭମାନେେ ମାେତେ 'ନୟମୀ' ବୋଲି କାହିଁକି ଡାକକ୍ସ୍ଟଅଛକ୍ସ୍ଟ? ସର୍ବଶକ୍ତିମାନ ପରମେଶ୍ବର ମାେତେ ଅନକେ ଦକ୍ସ୍ଟଃଖ ଦଇେଛନ୍ତି ଏବଂ ମାେ ଉପରକକ୍ସ୍ଟ ବହକ୍ସ୍ଟତ ଅସକ୍ସ୍ଟବିଧା ଆଣିଛନ୍ତି।

Ruth 3:17
ତା'ପରେ ସେ (ସ୍ତ୍ରୀ) କହିଲା, ବୋୟଜ ଏହି ୟବ ଉପହାର ଦଇେଛନ୍ତି। ବୋୟଜ କହିଲେ, ବିନା ଉପହାର ରେ ତୁମ୍ଭେ ତକ୍ସ୍ଟମ୍ଭ ଶାଶୂଙ୍କ ନିକଟକକ୍ସ୍ଟ ୟିବା ଉଚିତ୍ ନକ୍ସ୍ଟ ହେଁ।

1 Samuel 6:3
ତହିଁରେ ସମାନେେ କହିଲେ, ଯଦି ତୁମ୍ଭମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ସିନ୍ଦକ୍ସ୍ଟକ ଫରୋଇ ଦବେ, ତବେେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରକ୍ସ୍ଟ ଦୂ ରଇେ ୟିବା ପାଇଁ ଏହା ସହିତ ଉପହାର ଓ ନବୈେଦ୍ଯ ପଠାଅ। ତବେେ ତୁମ୍ଭମାନେେ ସକ୍ସ୍ଟସ୍ଥ ହବେ ଓ ପବିତ୍ର ହବେ, ଏବଂ ତୁମ୍ଭମାନେେ କଳ୍ପନା କରିବ, କାହିଁକି ପରମେଶ୍ବର ତୁମ୍ଭମାନଙ୍କୁ ଦଣ୍ତ ଦବୋ ବନ୍ଦ କଲେ ନାହିଁ।

2 Samuel 1:22
ହତ ଲୋକମାନଙ୍କର ରକ୍ତରକ୍ସ୍ଟ ବୀରମାନଙ୍କ ମଦରେକ୍ସ୍ଟ ଯୋନାଥନର ଧନକ୍ସ୍ଟ ଓ ଶାଉଲଙ୍କର ଖଡ୍ଗ ରିକ୍ତ ହାଇେ ଫେ ରେ ନାହିଁ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்