Base Word
רָזַן
Short Definitionprobably to be heavy, i.e., (figuratively) honorable
Long Definition(Qal) to be weighty, be judicious, be commanding
Derivationa primitive root
International Phonetic Alphabetrɔːˈd͡zɑn̪
IPA modʁɑːˈzɑn
Syllablerāzan
Dictionraw-DZAHN
Diction Modra-ZAHN
Usageprince, ruler
Part of speechv

Judges 5:3
ହେ, ରାଜଗଣ ଶକ୍ସ୍ଟଣ, ହେ ଭୂପତି କ'ଣ କର୍ଣ୍ଣ ଡରେ। ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କରିବି। ମୁ ସଦାପ୍ରଭୁଙ୍କର ସଂଗୀତ ରଚନା କରିବି। ମୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ପ୍ରଶଂସା ଗାନ କରିବି।

Psalm 2:2
ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।

Proverbs 8:15
ମାେ ମାଧ୍ଯମ ରେ ରାଜାମାନେ ରାଜତ୍ବ କରନ୍ତି। ଶାସନକର୍ତ୍ତାମାନେ ମାେ ଦ୍ବାରା ଯଥାର୍ଥ ବିଚାର କରନ୍ତି।

Proverbs 31:4
ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।

Isaiah 40:23
ତାଙ୍କ ସୃଷ୍ଟ ରାଜାମାନଙ୍କୁ ସେ ଗୁରୁତ୍ବ ଦିଅନ୍ତି ନାହିଁ। ପୃଥିବୀ ରେ ତାଙ୍କ ସୂକ୍ଷ୍ମ ବିଚାରକର୍ତ୍ତାମାନଙ୍କୁ ସେ ମୂଲ୍ଯହୀନ କରନ୍ତି।

Habakkuk 1:10
ବାବିଲ ସୈନ୍ଯମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସମାନଙ୍କେ ପାଇଁ ଉପହାସର ପାତ୍ର ହବେେ। ସମାନେେ ସୁଦୃଢ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସମାନେେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସହେିସବୁ ନଗରକୁ କରାଯତ କରିବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்