Base Word
רוּץ
Short Definitionto run (for whatever reason, especially to rush)
Long Definitionto run
Derivationa primitive root
International Phonetic Alphabetruːt͡sˤ
IPA modʁut͡s
Syllablerûṣ
Dictionroots
Diction Modroots
Usagebreak down, divide speedily, footman, guard, bring hastily, (make) run (away, through), post
Part of speechv

Genesis 18:2
ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

Genesis 18:7
ଏହାପରେ ଅବ୍ରହାମ ଗୁହାଳକୁ ଦୌଡ଼ିଗଲା। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ାଓ ତାଙ୍କର ଦାସକୁ ନିର୍ଦେଶ ଦେଲେ, ଶିଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।

Genesis 24:17
ଏହାପରେ ସହେି ଦାସଜଣକ ତାଙ୍କ ପାଖକୁ ଗଲା ଏବଂ କହିଲା, ଦୟାକରି ତୁମ୍ଭ ପାତ୍ରରୁ ମାେତେ କିଛି ଜଳ ପାନ କରିବାକୁ ଦିଅ।

Genesis 24:20
ଏହାପରେ ରିବିକା କୂଅରୁ ପାଣିକାଢ଼ି କୁଣ୍ଡ ରେ ଢ଼ାଳିଲେ ଓ ପୁନ୍ନରାଯ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।

Genesis 24:28
ଏହାପରେ ରିବିକା ଦୌଡ଼ିୟାଇ ତାଙ୍କ ପରିବାର ରେ ଏହି କଥା ଜଣାଇଲା।

Genesis 24:29
ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତ ରେ ଯେତବେେଳେ ବଳା ଦେଖିଲେ।

Genesis 29:12
ଯାକୁବ ରାହେଲକୁ କହିଲେ, ଯେ ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିୟାଇ ତାଙ୍କ ପିତାଙ୍କୁ କହିଲେ।

Genesis 29:13
ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷଯ ରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚିମ୍ବନ ଦେଲେ। ଏବଂ ତାଙ୍କୁ ତାଙ୍କ ସହିତ ତାଙ୍କ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲା।

Genesis 33:4
ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।

Genesis 41:14
ତେଣୁ ଫାରୋ ଯୋଷଫଙ୍କେୁ ବନ୍ଦୀଶାଳାରୁ ଡ଼କାଇଲେ। କାରାରକ୍ଷୀ ଯୋଷଫଙ୍କେୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷଫେ କ୍ଷୌର ହାଇେ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହାପରେ ସେ ଫାରୋକୁ ଦଖାେ କରିବାକୁ ଗଲେ।

Occurences : 103

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்