Base Word | |
רוּץ | |
Short Definition | to run (for whatever reason, especially to rush) |
Long Definition | to run |
Derivation | a primitive root |
International Phonetic Alphabet | ruːt͡sˤ |
IPA mod | ʁut͡s |
Syllable | rûṣ |
Diction | roots |
Diction Mod | roots |
Usage | break down, divide speedily, footman, guard, bring hastily, (make) run (away, through), post |
Part of speech | v |
Genesis 18:2
ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।
Genesis 18:7
ଏହାପରେ ଅବ୍ରହାମ ଗୁହାଳକୁ ଦୌଡ଼ିଗଲା। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ାଓ ତାଙ୍କର ଦାସକୁ ନିର୍ଦେଶ ଦେଲେ, ଶିଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।
Genesis 24:17
ଏହାପରେ ସହେି ଦାସଜଣକ ତାଙ୍କ ପାଖକୁ ଗଲା ଏବଂ କହିଲା, ଦୟାକରି ତୁମ୍ଭ ପାତ୍ରରୁ ମାେତେ କିଛି ଜଳ ପାନ କରିବାକୁ ଦିଅ।
Genesis 24:20
ଏହାପରେ ରିବିକା କୂଅରୁ ପାଣିକାଢ଼ି କୁଣ୍ଡ ରେ ଢ଼ାଳିଲେ ଓ ପୁନ୍ନରାଯ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।
Genesis 24:28
ଏହାପରେ ରିବିକା ଦୌଡ଼ିୟାଇ ତାଙ୍କ ପରିବାର ରେ ଏହି କଥା ଜଣାଇଲା।
Genesis 24:29
ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତ ରେ ଯେତବେେଳେ ବଳା ଦେଖିଲେ।
Genesis 29:12
ଯାକୁବ ରାହେଲକୁ କହିଲେ, ଯେ ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିୟାଇ ତାଙ୍କ ପିତାଙ୍କୁ କହିଲେ।
Genesis 29:13
ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷଯ ରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚିମ୍ବନ ଦେଲେ। ଏବଂ ତାଙ୍କୁ ତାଙ୍କ ସହିତ ତାଙ୍କ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲା।
Genesis 33:4
ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।
Genesis 41:14
ତେଣୁ ଫାରୋ ଯୋଷଫଙ୍କେୁ ବନ୍ଦୀଶାଳାରୁ ଡ଼କାଇଲେ। କାରାରକ୍ଷୀ ଯୋଷଫଙ୍କେୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷଫେ କ୍ଷୌର ହାଇେ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହାପରେ ସେ ଫାରୋକୁ ଦଖାେ କରିବାକୁ ଗଲେ।
Occurences : 103
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்