Base Word
רָדַד
Short Definitionto tread in pieces, i.e., (figuratively) to conquer, or (specifically) to overlay
Long Definitionto beat down, beat out, subdue
Derivationa primitive root
International Phonetic Alphabetrɔːˈd̪ɑd̪
IPA modʁɑːˈdɑd
Syllablerādad
Dictionraw-DAHD
Diction Modra-DAHD
Usagespend, spread, subdue
Part of speechv

Judges 19:11
ଦିନ ସରି ଆସିବା ବଳକେକ୍ସ୍ଟ ସମାନେେ ୟିବୂଷ ନିକଟରେ ଥିଲେ।ତେଣୁ ତାଙ୍କର ଦାସ ତାଙ୍କର ମକ୍ସ୍ଟନିବକକ୍ସ୍ଟ କହିଲେ, ଗ୍ଭଲ ଏହିଠା ରେ ରହିୟିବା ରାତ୍ରିଟି ଏହିଠା ରେ କଟାଇ ଦବେ।

1 Kings 6:32
ଏହିରୂପେ ସେ ଜିତ କାଠ ରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ ରେ ମଣ୍ତନ କଲେ।

Psalm 144:2
ସେ ମାେତେ ସ୍ନହେ କରନ୍ତି ଏବଂ ରକ୍ଷା କରନ୍ତି। ସେ ମାରେ ଉଚ୍ଚ ପର୍ବତରେ ନିରାପଦ ସ୍ଥାନ। ସେ ମାେତେ ଉଦ୍ଧାର କରନ୍ତି। ସେ ମାରେ ଢ଼ାଲ, ସେ ହେଉଛନ୍ତି ମାେ ଆଶ୍ରଯସ୍ଥଳ। ସଦାପ୍ରଭୁ ମାରେ ଲୋକମାନଙ୍କୁ ଶାସନ କରିବାରେ ମାେତେ ସାହାୟ୍ଯ କରନ୍ତି।

Isaiah 45:1
ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்