Base Word
רָגַל
Short Definitionto walk along; but only in specifically, applications, to reconnoiter, to be a tale-bearer (i.e., slander); to lead about
Long Definitionto go on foot, spy out, foot it, go about, walk along, move the feet
Derivationa primitive root; also as denominative from H7272
International Phonetic Alphabetrɔːˈɡɑl
IPA modʁɑːˈɡɑl
Syllablerāgal
Dictionraw-ɡAHL
Diction Modra-ɡAHL
Usagebackbite, search, slander, (e-)spy (out), teach to go, view
Part of speechv

Genesis 42:9
ଏବଂ ଯୋଷଫେ ପୂର୍ବରୁ ସମାନଙ୍କେର ଭାଇମାନଙ୍କ ବିଷଯ ରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମନେ କଲେ।

Genesis 42:11
ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଗୋଟିଏ। ଆମ୍ଭେ ସଚ୍ଚୋଟ୍ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।

Genesis 42:14
କିନ୍ତୁ ଯୋଷଫେ ସମାନଙ୍କେୁ କହିଲେ, ନା ମୁଁ ଜାଣି ପାରୁଛି ତୁମ୍ଭମାନେେ ଚର।

Genesis 42:16
ମୁଁ ତୁମ୍ଭମାନଙ୍କ ମଧ୍ଯରୁ ଜଣକୁ ଛାଡ଼ିବି ସେ ୟାଇ ତୁମ୍ଭର ସାନ ଭାଇକୁ ଏଠାକୁ ନଇେ ଆସିବ। ସେ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ବନ୍ଦୀଶାଳା ରେ ରହିବ। ମୁଁ ଦେଖିବି ତୁମ୍ଭମାନେେ ସତ କହୁଛ ନା ତୁମ୍ଭମାନେେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦଇେ ଶପଥ କରୁଛୁ।

Genesis 42:30
ସମାନେେ କହିଲେ, ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ଯବହାର କଲେ। ସେ ଭାବିଲେ ଆମ୍ଭମାନେେ ଚର।

Genesis 42:31
କିନ୍ତୁ ଆମ୍ଭେ କହିଲୁ, ଆମ୍ଭେ ଗୁପ୍ତଚର ନୋହୁଁ। ଆମ୍ଭେ ସାଧୁ ଲୋକ ଅଟୁ।

Genesis 42:34
ଏହାପରେ ତୁମ୍ଭର ସାନଭାଇକୁ ମାେ ପାଖକୁ ଆଣ, ତବେେ ମୁଁ ଜାଣିବି ଯେ ତୁମ୍ଭମାନେେ ସାଧୁଲୋକ। ଯଦି ତୁମ୍ଭମାନେ ସତ୍ଯ କହୁଥାଅ ତବେେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫରୋଇ ଦବେି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦବେି ଓ ତୁମ୍ଭମାନଙ୍କୁ ମାେ ଦେଶରୁ ଶସ୍ଯ କ୍ରଯ ପାଇଁ ମୁକ୍ତି କରି ଦବେି।'

Numbers 21:32
ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।

Deuteronomy 1:24
ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।

Joshua 2:1
ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்