Base Word
קֶרַח
Short Definitionice (as if bald, i.e., smooth); hence, hail; by resemblance, rock crystal
Long Definitionfrost, ice, ice crystal
Derivationor קֹרַח; from H7139
International Phonetic Alphabetk’ɛˈrɑħ
IPA modkɛˈʁɑχ
Syllableqeraḥ
Dictionkeh-RA
Diction Modkeh-RAHK
Usagecrystal, frost, ice
Part of speechn-m

Genesis 31:40
ଦିନର ଖରା ଏବଂ ରାତିର ଥଣ୍ଡା ରେ ମୁଁ କାର୍ୟ୍ଯ କରିଛି। ମୁଁ ନଶାଇେ ଏହି ପ୍ରକା ରେ ମୁଁ ତୁମ୍ଭର ସବୋ କଲି।

Job 6:16
କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।

Job 37:10
ପରମେଶ୍ବରଙ୍କ ନିଶ୍ବାସ ରେ ବରଫ ସୃଷ୍ଟି ହୁଏ ଓ ସମୁଦ୍ର ଜମାଟ ବାନ୍ଧି ୟାଏ।

Job 38:29
ବରଫର କ'ଣ ମାତା ଅଛି ? କିଏ କୁଆପଥରର ଜନ୍ମଦାତା ଅଟେ।

Psalm 147:17
ପରମେଶ୍ବର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି, ତାଙ୍କ ପଠାୟାଇଥିବା ଶୀତ ଆଗରେ କହେି ଠିଆ ହାଇେ ପାରିବେ ନାହିଁ।

Jeremiah 36:30
ଏଣୁ ଯିହୁଦାର ରାଜା ଯିହାୟୋଦାରକୀମ୍ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନ ରେ ବସିବା ପାଇଁ ତାହାର କହେି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରା ରେ ଓ ରାତ୍ରି ବଳୋ କାକର ରେ ପକାୟିବ।

Ezekiel 1:22
ପୁଣି ସହେି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ଫଟିକ ତୁଲ୍ଯ ଉଜ୍ବଳ ଓ ସ୍ବଚ୍ଛ ଥିଲା। ଏହା ସମାନଙ୍କେ ମସ୍ତକର ଚତୁଃପାଶର୍‌ବ ରେ ବିସ୍ତାରିତ ଥିଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்