Base Word
קָצֵר
Short Definitionshort (whether in size, number, life, strength or temper)
Long Definitionshort, impatient
Derivationfrom H7114
International Phonetic Alphabetk’ɔːˈt͡sˤer
IPA modkɑːˈt͡seʁ
Syllableqāṣēr
Dictionkaw-TSARE
Diction Modka-TSARE
Usagefew, hasty, small, soon
Part of speecha

2 Kings 19:26
ଏଣୁ ସେ ନଗର ଗୁଡିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ। ସମାନେେ ହତାଶ ଓ ଉଦ୍ବିଗ୍ନ ହେଲେ। ସମାନେେ କ୍ଷତରେ ଶାକ ଓ ନବୀନ ତୃଣ, ଗୃହଛାତ ଉପରିସ୍ଥ ଘାସ ଏହା ବଢିବା ପୂର୍ବରୁ ଶୁଷ୍କ ହେଉଛି।

Job 14:1
ଆମ୍ଭମାନେେ ସମସ୍ତେ ମନୁଷ୍ଯ। ଆମ୍ଭର ଜୀବନ ଅଳ୍ପାଯୁ ତଥା ନାନା ବିପଦ ରେ ପୂର୍ଣ୍ଣ।

Proverbs 14:17
ଜଣେ ୟିଏ ହଠାତ୍ କୋରଧିତ ହୁଏ, ମୂର୍ଖାମୀର କାର୍ୟ୍ଯ କରେ, କିନ୍ତୁ ଜଣେ ବ୍ଯକ୍ତି ୟିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ।

Proverbs 14:29
ଯେ କୋରଧ ରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ୟିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।

Isaiah 37:27
ଏଣୁ ସହେି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ। ସମାନେେ ହତାଶ ଓ ବିଭ୍ରାନ୍ତ ହେଲେ। ସମାନେେ କ୍ଷେତ୍ରର ଘାସ ଓ ନବୀନ ତୃଣ କର୍ତ୍ତନ ସଦୃଶ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ବ ଶସ୍ଯକ୍ଷେତ୍ର ତୁଲ୍ଯ ହେଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்