Base Word
קֶלַע
Short Definitiona sling
Long Definitionsling, slingstones
Derivationfrom H7049
International Phonetic Alphabetk’ɛˈlɑʕ
IPA modkɛˈlɑʕ
Syllableqelaʿ
Dictionkeh-LA
Diction Modkeh-LA
Usagehanging, leaf, sling
Part of speechn-m
Base Word
קֶלַע
Short Definitiona (door) screen (as if slung across), or the valve (of the door) itself
Long Definitionsling, slingstones
Derivationfrom H7049
International Phonetic Alphabetk’ɛˈlɑʕ
IPA modkɛˈlɑʕ
Syllableqelaʿ
Dictionkeh-LA
Diction Modkeh-LA
Usagehanging, leaf, sling
Part of speechn-m

Exodus 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

Exodus 27:11
ତମ୍ବୁର ଉତ୍ତର ପାଶର୍‌ବ ରେ ଶ ହେ ହାତ ଲମ୍ବ ପରଦା ହବେ ଓ ତାହାର କୋଡିଏ ସ୍ତମ୍ଭ ଓ କୋଡିଏ ଚୁଙ୍ଗୀ ପିତ୍ତଳର ହବେ। ଏବଂ ସ୍ତମ୍ଭର ଆଙ୍କଡା ଛୁଞ୍ଚିଆ ରୂପାର ହବେ।

Exodus 27:12
ଆଉ ପଶ୍ଚିମ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଚାଶ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।

Exodus 27:14
ପୂର୍ବ ଭାଗ ରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହବେ।

Exodus 27:15
ଅନ୍ୟ ପଶର୍‌ବ ରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହବେ।

Exodus 35:17
ପ୍ରାଙ୍ଗଣର ପରଦା, ସ୍ତମ୍ଭ, ଆଙ୍କୁଡା ଓ ପ୍ରାଙ୍ଗଣର ପ୍ରବେଶ ପଥର ପରଦା।

Exodus 38:9
ଏହାପରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ପ୍ରାଙ୍ଗଣର ଦକ୍ଷିଣ ପାଶର୍‌ବ ରେ ବଳା ଶୁଭ୍ର କ୍ଷୋମସୂତ୍ର ରେ ଏକଶତ ହାତ ନିର୍ମିତ ପରଦା ନିର୍ମାଣ କଲେ।

Exodus 38:12
ପଶ୍ଚିମ ପାଶର୍‌ବ ରେ ପରଦା ପଚାଶ ହାତ ଲମ୍ବ ଥିଲା। ଏହାର ଦଶଟି ସ୍ତମ୍ଭ ଦଶଟି ଚୁଙ୍ଗୀ, ସ୍ତମ୍ଭର ଅଙ୍ଗଡା ଛୁଞ୍ଚିଆ ରୂପାର ଥିଲା।

Exodus 38:14
ଦ୍ବାରର ଏକ ପାଶର୍‌ବ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।

Exodus 38:15
ଅନ୍ୟ ପାଶର୍‌ବ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ବାର ସନ୍ନିକଟ ଏକ ପାଶର୍‌ବସ୍ଥ ଓ ଅନ୍ୟ ପ୍ରାଶର୍‌ବସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்