Base Word
קְלָלָה
Short Definitionvilification
Long Definitioncurse, vilification, execration
Derivationfrom H7043
International Phonetic Alphabetk’ɛ̆.lɔːˈlɔː
IPA modkɛ̆.lɑːˈlɑː
Syllableqĕlālâ
Dictionkeh-law-LAW
Diction Modkeh-la-LA
Usage(ac-)curse(-d, -ing)
Part of speechn-f

Genesis 27:12
ଯଦି ମାରେ ପିତା ମାେତେ ସ୍ପର୍ଶ କରନ୍ତି। ସେ ଜାଣିପାରିବେ ଯେ ମୁଁ ଏଷୌ ନୁହେଁ। ତା'ପରେ ସେ ମାେତେ ଆଶୀର୍ବାଦ କରିବା ପରିବର୍ତେ ଅଭିଶାପ ଦବେେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।

Genesis 27:13
ତେଣୁ ରିବିକା ତାଙ୍କୁ କହିଲେ, ଯଦି କିଛି ସମସ୍ଯା ଆ ସେ ତବେେ ମୁଁ ସହିନବେି। ମୁଁ ଯାହା କହୁଛି ତୁମ୍ଭେ ସହେିପରି କର। ୟାଅ ମାେ ପାଇଁ ଛଳେି ଧରି ଆସ।

Deuteronomy 11:26
ଆଜି ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଆଶୀର୍ବାଦ ଓ ଅଭିଶାପ ରଖକ୍ସ୍ଟଛି ତୁମ୍ଭମାନେେ ସେଥିରକ୍ସ୍ଟ ଗୋଟିଏକକ୍ସ୍ଟ ବାଛ।

Deuteronomy 11:28
ଯଦି ତୁମ୍ଭମାନେେ ତାହାସବୁ ପାଳନ ନକର ତବେେ ତୁମ୍ଭମାନେେ ଅଭିଶାପ ପାଇବ। ଯଦି ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ପାଳନ ନକର ଓ ଅନ୍ୟଦେଶୀଯ ଦବଗେଣଙ୍କର ପଶ୍ଚାତ ଗମନକର, ତବେେ ଅଭିଶାପ ପାଇବ।

Deuteronomy 11:29
ଆଉ ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଛ, ସହେି ଦେଶ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ସମୟରେ ତୁମ୍ଭମାନଙ୍କୁ ପ୍ରବେଶ କରାଇବେ, ସେ ସମୟରେ ତୁମ୍ଭେ ଗରିଷୀମ ପର୍ବତ ରେ ସହେ ଆଶୀର୍ବାଦ ଓ ଏବଲ୍ ପର୍ବତ ରେ ସହେି ଅଭିଶାପ ରଖିବ।

Deuteronomy 21:23
କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।

Deuteronomy 23:5
ତଥାପି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବିଲିଯମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ ରମେ କରିବାରକ୍ସ୍ଟ ସହେି ଶାପକକ୍ସ୍ଟ ଲେଉଟାଇ ଆଶୀର୍ବାଦ କଲେ।

Deuteronomy 27:13
ଏବଂ ରୂବନ୍େ, ଗାଦ୍, ଆଶରେ, ସବୂଲୂନ୍,ଦାନ, ନଲ୍ଗାଲି ଗୋଷ୍ଠୀଯକକ୍ସ୍ଟ ଅଭିଶାପ ଦବୋ ନିମନ୍ତେ ଏବଲ ପର୍ବତ ରେ ଠିଆ ହବେେ।

Deuteronomy 28:15
କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।

Deuteronomy 28:45
ସବୁ ଅଭିଶାପ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆସିବ ତୁମ୍ଭେ ନଷ୍ଟ ହବୋ ପର୍ୟ୍ଯନ୍ତ। କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ବାକ୍ଯ ପ୍ରତି ତୁମ୍ଭମାନେେ କର୍ଣପାତ କଲନାହିଁ। ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଓ ବ୍ଯବସ୍ଥାମାନ ମାନିଲ ନାହିଁ।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்