Base Word
אֲרֻבָּה
Short Definitiona lattice; (by implication) a window, dovecot (because of the pigeon-holes), chimney (with its apertures for smoke), sluice (with openings for water)
Long Definitionlattice, window, sluice
Derivationfeminine participle passive of H0693 (as if for lurking)
International Phonetic Alphabetʔə̆.rub̚ˈbɔː
IPA modʔə̆.ʁuˈbɑː
Syllableʾărubbâ
Dictionuh-roob-BAW
Diction Moduh-roo-BA
Usagechimney, window
Part of speechn-f

Genesis 7:11
ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।

Genesis 8:2
ଆକାଶରୁ ବର୍ଷା ପଡ଼ିବା ବନ୍ଦ ହାଇଗେଲା ଏବଂ ଧରିତ୍ରୀ ତଳେ ଜଳଷୋର୍ତ ବନ୍ଦ ହାଇଗେଲା। ଆକାଶସ୍ଥ ଦ୍ବାର ସକଳ ବନ୍ଦ ହାଇଗେଲା।

2 Kings 7:2
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?

2 Kings 7:19
ମାତ୍ର ସହେି ସନୋପତି ପରମେଶ୍ବରଙ୍କ ଲୋକକୁ ଉତ୍ତର କରି କହିଥିଲା, ଦେଖ, ଯଦି ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି, ଏପରି ଘଟିବ ନାହିଁ? ସେତବେେଳେ ଇଲୀଶାୟ ସନୋପତିକୁ ଉତ୍ତର ଦେଲେ, ତୁମ୍ଭେ ନିଜେ ସ୍ବଚକ୍ଷୁ ରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।

Ecclesiastes 12:3
ସହେି ଦିନ ଗୃହ ରକ୍ଷକମାନେ ଥରହର ହବେେ ଓ ବଳବାନ ଲୋକେ ଆପେ ନତ ହବେେଓ ପଷେିକାମାନେ ଅଳ୍ପ ସଂଖ୍ଯକ ଦବୋରୁ ନିବୃତ ହବେେ। ପୁଣି ସହେିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସମାନେେ ଅନ୍ଧ ହବେେ।

Isaiah 24:18
ଯେତବେେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ ଓ ପଳାଯନ କରିବେ, ସମାନେେ ସେତବେେଳେ ଗର୍ତ୍ତ ରେ ପଡ଼ିବେ। ସମାନଙ୍କେ ମଧ୍ଯରୁ କେତକେ ଗର୍ତ୍ତରୁ ଉଠି ଉପରକୁ ଆସିଲେ ଫାନ୍ଦ ରେ ପଡ଼ିବେ। କାରଣ ଉର୍ଦ୍ଧ୍ବସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।

Isaiah 60:8
ଏମାନେ କିଏ ଯେ କି ମେଘ ସଦୃଶ ଉଡ଼ି ଆସୁଛନ୍ତି ଓ ଉଡ଼ନ୍ତା କପୋତ ସଦୃଶ ନିଜ ନିଜ ଭାଡ଼ିକୁ ଉଡ଼ି ଆସୁଛନ୍ତି ?

Hosea 13:3
ସେଥିପାଇଁ ସହେି ଲୋକମାନେ ଶୀଘ୍ର ଅଦୃଶ୍ଯ ହବେେ। ସମାନେେ ସକାଳର କୁହୁଡି ସଦୃଶ ଶୀଘ୍ର ଦଖାେ ଦବେେ ଓ ଶୀଘ୍ର ଅଦୃଶ୍ଯ ହାଇଯେିବେ। ଇଶ୍ରାୟେଲୀୟମାନେ ଅଗାଡି ଖଳାରୁ ଉଡିଗଲା ପରି ଉଡିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ଯ ହେଲାପରି ସମାନେେ ଅଦୃଶ୍ଯ ହାଇଯେିବେ।

Malachi 3:10
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କ ଦ୍ରବ୍ଯର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ୟଦ୍ବାରା କି ତୁମ୍ଭର ଗୃହ ରେ ୟଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭମାନେେ ଏହି କାର୍ୟ୍ଯ କର, ଆମ୍ଭେ ଆକାଶର ଝରକାସବୁ ଖାଲିଦେବୋ ଏବଂ ତୁମ୍ଭେ ଉପ ରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରେତ୍ୟକକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭମାନେେ ଲାଭ କରିବ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்