Base Word
קׇדְקֹד
Short Definitionthe crown of the head (as the part most bowed)
Long Definitionhead, crown of head, top of head, hairy crown, scalp
Derivationfrom H6915
International Phonetic Alphabetk’od̪ˈk’od̪
IPA modkodˈko̞wd
Syllableqodqōd
Dictionkode-KODE
Diction Modkode-KODE
Usagecrown (of the head), pate, scalp, top of the head
Part of speechn-m

Genesis 49:26
ତୁମ୍ଭର ପିତାଙ୍କ ଆଶିର୍ବାଦ ଅଧିକ ପ୍ରାଚୀନ ପର୍ବତଠାରୁ ଏବଂ ଭଲ ବିଷଯ ଚିରସ୍ଥାଯୀ ପର୍ବତର ସୀମା ପର୍ୟ୍ଯନ୍ତ ହବେ। ଯୋଷଫେ ୟିଏକି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସହେି ଆଶୀର୍ବାଦ ସମସ୍ତ ଭୋଗକରୁ।

Deuteronomy 28:35
ସଦାପ୍ରଭୁ ତୁମ୍ଭର ଜନକ୍ସ୍ଟ ଓ ଜଙ୍ଘ ଓ ତଳିପାରକ୍ସ୍ଟ ମସ୍ତକ ୟାଏ ବ୍ଯଥାଦାଯୀ ବଥଦ୍ବାରା ତୁମ୍ଭକୁ ଆଘାତ କରିବେ। ତହିଁରକ୍ସ୍ଟ ତୁମ୍ଭେ ସକ୍ସ୍ଟସ୍ଥ ହାଇେ ପାରିବ ନାହିଁ।

Deuteronomy 33:16
ପୃଥିବୀ ତା'ର ଉତ୍ତମତା ଯୋଷଫଙ୍କେକ୍ସ୍ଟ ଦେଉ। ୟିଏ ଜଳନ୍ତା ବକ୍ସ୍ଟଦା ରେ ବାସକରନ୍ତି ତାହାଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ଯୋଷଫଙ୍କେ ମସ୍ତକରେ ଆଶୀର୍ବାଦ ପଡକ୍ସ୍ଟ। ୟିଏ କି ଭାଇମାନଙ୍କ ସବୋ ରେ ନିଜକକ୍ସ୍ଟ ଉତ୍ସର୍ଗ କଲେ।

Deuteronomy 33:20
ମାଶାେ ଗାଦଙ୍କ ବିଷଯ ରେ ଏହି ସବୁ କହିଲେ, ପରମେଶ୍ବରଙ୍କର ପ୍ରଶଂସା ଗାନ କର ଯେ ଗାଦ୍ଙ୍କକ୍ସ୍ଟ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶାଇେ ରହେ ଓ ଅପେକ୍ଷା କରେ। ଏହାପରେ ଅପେକ୍ଷା କରି ପଶକ୍ସ୍ଟମାନଙ୍କୁ ଚିରି ବିଦିର୍ଣ କରେ।

2 Samuel 14:25
ସମକ୍ସ୍ଟଦାଯ ଇଶ୍ରାୟେଲ ମଧିଅରେ ଅବଶା ଲୋମ ପରି ଅତି ସକ୍ସ୍ଟନ୍ଦର ୟକ୍ସ୍ଟବକ କହେି ନଥିଲେ। ଲୋକମାନେ ତା'ର ସୌନ୍ଦର୍ୟ୍ଯକକ୍ସ୍ଟ ପ୍ରଶଂସା କରୁଥିଲେ। ତା'ର ପାଦରକ୍ସ୍ଟ ମସ୍ତକ ପର୍ୟ୍ଯନ୍ତ କେଉଁଠା ରେ ଗକ୍ସ୍ଟଣ ନ ଥିଲା।

Job 2:7
ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।

Psalm 7:16
ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।

Psalm 68:21
ପରମେଶ୍ବର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ। ସେ ସମାନଙ୍କେର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।

Isaiah 3:17
ମାରେ ପ୍ରଭୁ ସହେି ସିୟୋନ କନ୍ଯାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସହେି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।

Jeremiah 2:16
ଅଧିକନ୍ତୁ ନୋଫର ଓ ତଫନ ହଷେର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்