Base Word
קַדְמַי
Short Definitionfirst
Long Definitionformer, first
Derivationfrom a root corresponding to H6923
International Phonetic Alphabetk’ɑd̪ˈmɑi̯
IPA modkɑdˈmɑi̯
Syllableqadmay
Dictionkahd-MAI
Diction Modkahd-MAI
Usagefirst
Part of speecha

Daniel 7:4
ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଷ ପକ୍ଷୀର ଡଣୋପରି ତା'ର ଡଣୋ ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡଣୋ ଉପୁଡାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ଯପରି ଦୁଇ ପାଦ ରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ଯର ଅନ୍ତଃକରଣ ଦିଆଗଲା।

Daniel 7:8
ସହେି ଶିଙ୍ଗଗୁଡିକ ବିଷଯ ରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖ ରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ଯରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହାର ମନୁଷ୍ଯର ଚକ୍ଷୁତୁଲ୍ଯ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗ ରେ ଏକ ପାଟି ଥିଲା। ସହେି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।

Daniel 7:24
ପୁଣି ସହେି ଦଶ ଶିଙ୍ଗର ତାତ୍ପର୍ୟ୍ଯ ହେଉଛି ଯେ ସହେି ରାଜ୍ଯରୁ ଦଶ ରାଜା ଉତ୍ପନ୍ନ ହବେେ। ସମାନଙ୍କେ ପ ରେ ଆଉ ଜଣେ ଉତ୍ପନ୍ନ ହବେ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହବେ ଓ ସେ ତିନି ରାଜାଙ୍କୁ ଦମନ କରିବ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்