Base Word
קַדְמוֹנִי
Short Definition(of time) anterior or (of place) oriental
Long Definitionformer, ancient, eastern
Derivationor קַדְמֹנִי; from H6930
International Phonetic Alphabetk’ɑd̪.moˈn̪ɪi̯
IPA modkɑd.mo̞wˈniː
Syllableqadmônî
Dictionkahd-moh-NEE
Diction Modkahd-moh-NEE
Usageancient, they that went before, east, (thing of) old
Part of speecha

1 Samuel 24:13
ପକ୍ସ୍ଟରକ୍ସ୍ଟଣା କଥା ଅଛି, 'ଦକ୍ସ୍ଟଷ୍ଟଠାରକ୍ସ୍ଟ ଦକ୍ସ୍ଟଷ୍ଟତା ବାହା ରେ।'

Job 18:20
ପଶ୍ଚିମ ଦେଶର ଲୋକମାନେ ଯେତବେେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହାଇେଛି ସମାନେେ ସ୍ତମ୍ଭିତ ହବେ। ପୂର୍ବ ଦେଶର ଲୋକମାନେ ଏକଥା ଶୁଣି ଭୟ ରେ କମ୍ପି ଉଠିବେ।

Isaiah 43:18
ତେଣୁ ଆଦ୍ଯ ରେ ଘଟିଥିବା ବିଷଯକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷଯକୁ ବିବଚେନା କର ନାହିଁ।

Ezekiel 10:19
ତା'ପ ରେ କିରୂବ ଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମାେ ସମ୍ମୁଖ ରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସମାନଙ୍କେ ସହିତ ଗମନ କଲେ। ଆଉ ସମାନେେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖ ରେ ଅଟକିଗଲେ ଓ ସେ ସମୟରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ସମାନଙ୍କେ ଉପ ରେ ବିଦ୍ଯମାନ ଥିଲା।

Ezekiel 11:1
ଅନନ୍ତର ଏକ ପବନ ମାେତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ବାର ନିକଟକୁ ମାେତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସହେି ପ୍ରବେଶ ଦ୍ବାର ନିକଟରେ ପଚିଶ ଜଣ ବ୍ଯକ୍ତି ଉପସ୍ଥିତ ଥିଲେ। ଆଉ ସମାନଙ୍କେ ମଧିଅରେ ମୁଁ ଅସସୁରର ପୁତ୍ର ୟାସନିଯଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାଯର ପୁତ୍ର ପୁଟିଯକୁ ଦେଖିଲି।

Ezekiel 38:17
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସହେି ଜଣକ ନୁହଁ କି, ଯାହାକୁ ମୁଁ ମାେ ସବେକ ମାଧ୍ଯମ ରେ ବହୁ ସମୟ ଆଗରୁ କହିଥିଲି, ଇଶ୍ରାୟେଲର ଯାଜକଗଣ ଯେଉଁମାନେ ଆସିବାକୁ ଥିବା ଏଇ ବର୍ଷ ବିଷଯ ରେ ଭବିଷ୍ଯତବାଣୀ କହିଥିଲେ ଯେ, ମୁଁ ତୁମ୍ଭକୁ ସମାନଙ୍କେ ବିରୁଦ୍ଧ ରେ ଆଣିବି।

Ezekiel 47:18
ପୂର୍ବ ଦିଗର ସୀମା ହା ମାରେ, ନୋନ୍ ମଧିଅରେ ହୌରଣ, ଦମ୍ମେଶକ ଦଇେ ୟର୍ଦ୍ଦନ ନଦୀ ଦଇେ ଗିଲିଯଦ ଓ ଇଶ୍ରାୟେଲ ମଧ୍ଯଦଇେ ୟିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିଯଦ। ଆଉ ଇଶ୍ରାୟେଲର ଦେଶର ମଧ୍ଯବର୍ତ୍ତୀ ୟର୍ଦ୍ଦନ ହବେ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ୟ୍ଯନ୍ତ ମାପିବ। ଏହା ପୂର୍ବ ସୀମା ହବେ।

Joel 2:20
ଆମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। ସମାନଙ୍କେୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିଦବୋ। ସମାନଙ୍କେ ମଧ୍ଯରୁ କେତକେ ପୂର୍ବ ସମୁଦ୍ର ଆଡେ ଯିବେ ଓ ଆଉ କେତକେ ପଶ୍ଚିମ ସମୁଦ୍ର ଆଡେ ଯିବେ। ସମାନେେ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, ସମାନେେ ମୃତ ପ୍ରାଯ ହବେେ, ପଚିଯିବେ ଓ ସଠାରୁେ ଦୁର୍ଗନ୍ଧ ନିର୍ଗତ ହବେ।

Zechariah 14:8
ସଦେିନ, ୟିରୁଶାଲମରୁ ସ୍ବଚ୍ଛ ଜଳ ପ୍ରବାହିତ ହବେ। ସେ ଅଧା ପ୍ରବାହିତ ହବେ ସମୁଦ୍ର ଆଡକୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡକୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳ ରେ ହବେ।

Malachi 3:4
ତା'ପ ରେ ସଦାପ୍ରଭୁ ୟିରୁଶାଲମ ଓ ଯିହୁଦା ନିକଟରୁ ଭଟେି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳ ରେ କରିଥିଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்